ପ୍ରଥମ ଆନ୍ତଜାର୍ତୀୟ କଳା ଉତ୍ସବ
ସମସାମୟିକ ଚିତ୍ରକଳା ଶିବିର ଓ ଶିଶୁ ଚିତ୍ରକଳା ପ୍ରତିଯୋଗିତା
ଭୁବନେଶ୍ୱର ଧଉଳି •ରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ କଳା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଉତ୍ସବ ଅବସରରେ ଏକ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ୨୨ଜଣ ଜାତୀୟସ୍ତରର ଶିଳ୍ପୀଙ୍କୁ ନେଇ ଏକ…