ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ  ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ଢେଙ୍କାନାଳ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ମୋତେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ…

ତେଲ ଦର ବଢୁଛି , ବସଭଡା ବଢ଼ିଲା 

ଭୁବନେଶ୍ୱର : ତୈଳଦର ଲଗାତାର ବଢୁଥିବା ବେଳେ ବାସ ଭଡା ବି ବଢିଛି | ଅର୍ଡିନାରି ବସଭଡା କିମି ୭୦ପଇସାରୁ ୭୨ ପଇସାକୁ ବଢିଛି | ସେହିପରି ଏକ୍ସପ୍ରେସ ବସଭଡା ୭୩ ପଇସାରୁ ୭୫ ପଇସା, ଡିଲକ୍ସ ୧୦୧ ପଇସାରୁ ୧୦୫ ପଇସା ଏବଂ ଏସି ଡିଲକ୍ସ ୧୨୩ ପଇସାରୁ ୧୨୭ ପଇସାକୁ ବୃଦ୍ଧି ପାଉଛି ବୋଲି ପରିବହନ…

ବ୍ୟବସାୟୀମାନେ କରିବେ ଭାରତ ବ୍ୟବସାୟ ବନ୍ଦ ! 

ଭୁବନେଶ୍ୱର : ବିଭିନ୍ନ ଦାବି  ନେଇ ବ୍ୟବସାୟୀ ମାନେ ଭାରତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି |  ସାରା ଭାରତରେ ଏହି ବନ୍ଦ ଡାକରା ଦେଇଛି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସ | ଦେଶର ମଧ୍ୟମ  ତଥା କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ଯାଉଥିବା …

ମୟୂରଭଞ୍ଜ ବନ୍ଦ  ସଫଳ : ଗମନାଗମନ ଠପ୍, ଜନଜୀବନ ପ୍ରଭାବିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ହାଇ କୋର୍ଟସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କରେ ଜମାକାରୀମାନଙ୍କୁ ସେମାନଙ୍କର ଜମା ଟଙ୍କା ଫେରସ୍ତ ଓ ମୟୂରଭଞ୍ଜ ଜିଲ୍ଲାରେ ରେଳବାଇର ବିକାଶ ଆଦି ତିନି ଦଫା ଦାବି ପୂରଣ ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି…

ହିନ୍ଦୀଭାଷାର ମହତ୍ୱ ବିଶ୍ୱସ୍ତରରେ ଯୁଗେ ଯୁଗେ ଅଛି

ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହ - ୨୦୧୮ ଭଦ୍ରକ :(ସତ୍ୟ ଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ଭଦ୍ରକସ୍ଥ ରୟାଲ ରେସିଡେ଼ନ୍ସିଆଲ ହାଇସ୍କୁଲ,ଭଦ୍ରକ ପରିସରରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଭାପତି ଗଦାଧର ସେନାପତିଙ୍କ…

  ସାତ ବରିଷ୍ଠ ନେତାଙ୍କୁ ସାଙ୍ଗଠନିକ ଦାୟିତ୍ୱ 

ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ବରିଷ୍ଠ  ପର୍ଯ୍ୟବେକ୍ଷକ ଭାବେ ସାଂସଦ  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ  ପ୍ରତାପ ଜେନାଙ୍କୁ ଅତିରିକ୍ତ ଭାବେ…

ବଡ଼ବିଲରେ ପୋଲିସକୁ ମସ୍ତବଡ଼ ସଫଳତା, ଗ୍ୟାଙ୍ଗୱାର ସମୟରେ ୯ କୁଖ୍ୟାତ  ଗିରଫ 

ବଡ଼ବିଲ :କେନ୍ଦୁଝର ଜିଲ୍ଲା ବଡ଼ବିଲରେ ୨ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି।  ଏମାନଙ୍କ ନିକଟରୁ ୨ଟି ବୋମା, ସ୍କୋର୍ପିଓ, ୪ଟି ବାଇକ, ୯ଟି ମୋବାଇଲ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ଗିରଫମାନଙ୍କ ମଧ୍ୟରେ ସୁନୀଲ ପାତ୍ର ଓରଫ ଟିଟୁ  ଗ୍ୟାଙ୍ଗର ୭ ଜଣ ଓ…

ମନ କିଣିଲା ବିଧାୟକଙ୍କ ଗୀତ   “ଇ ମାଁ ମୁଇ କାଏଁ କରସି ଗୋ,ମୋର ମନ ହେଉଛେ ଘାଟିଁ,

ପଦ୍ମପୁର ରେ ଏ.ବି.ସି.ଡି ପକ୍ଷରୁ ନୁଆଁଖାଇ ଭେଟଘାଟ ପର୍ବ ପାଲିତ ପାରମ୍ପରିକ ତଥା ଶାସ୍ତ୍ରୀୟ ନୄତ୍ୟ ଗୀତରେ  ଦୁଲକିଲା ବୋଡାସମ୍ବର ମଚାନ ... ପଦ୍ମପୁର/Nila Deep -ସହରର ଅଗ୍ରମୀ ସାମାଜିକ ଅନୁଷ୍ଠାନ ଏ.ବି.ସି.ଡି ତରଫରୁ ୨୨ତମ ନୁଆଁଖାଇ ଭେଟଘାଟ ଉତ୍ସବ ବର୍ଣ୍ଣାତ୍ୟ ପରିବେଶରେ…

ଜୋର ରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣା :  ନ୍ୟାୟ ନ ମିଳିଲେ ସମସ୍ତେ ଆତ୍ମାହୁତି  ଧମକ

ଯାଜପୁର /Jayashankar Dash : ବରୀ ଜୋରରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର ଘଟଣା ରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ପୋଲିସ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ।ଆସନ୍ତା ତିନି ଦିନ ଭିତରେ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି ଏକ ସାମ୍ବାଦିକ ସମିଳନୀ  ପିତା ଅଭିରାମ ଧଳ ଚେତାବନୀ…

କେତେ ବାଟ ନେବ ଦାମଙ୍କ ନବୀନ ବିରୋଧୀ ଲଢେଇ

ବଡ ଯାଇଛନ୍ତି  ଫସର ଫାଟି....ଇଏ କାଳେ ଦେବେ ବେସର ବାଟି !!!!  ଭୁବନେଶ୍ୱର : ବିଜେଡି ରାଜନୀତିରେ ବିଦା ହେଵା ପର୍ବ ଆରମ୍ଭ ହୋଇଥିଲା ଓଡିଶା ରାଜନୀତିର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ରଙ୍କ ଠାରୁ | ବିଜେଡିର ପ୍ରଥମ କାଜୁଆଲଟି ହୋଇ  ବିଜୟ ମହାପାତ୍ର ଗଲେ | ଓଡିଶା ରାଜନୀତିର ୪ଜଣଙ୍କ…