ପ୍ରକୃତରେ ସାଥି ହେଉଛି ବହି , ଆଗକୁ ବଢ଼ିବାର ବାଟ ଦିଏ କହି :ଜିଲ୍ଲାପାଳ 

  ବହି ଏବେ ପାଲଟୁଛି ଆଲମାରୀର ସାଇତା ବସ୍ତୁ ଜଗତସିଂହପୁରରୁ ଅଜୟ ଜେନା -ଆଜିକାଲି ବିଦ୍ୟାଳୟ ପାଠାଗାର ମାନଙ୍କରେ ପିଲାମାନେ ବହି ପଢୁନାହାଁନ୍ତି । ବହି ଗୁଡିକ ଆଲମିରାରେ ସାଇତା ହୋଇ ରଖାଯାଉଛି । ଛାତ୍ରଛାତ୍ରୀମାନେ ଭାଷା ପ୍ରତି ଗର୍ବୀତ ହେବା କଥା । ଭାଷାକୁ ବଂଚାଇ ରଖିବା ପାଇଁ ବହି…

କିଏ ଡାକିଥିଲା କେହି ଜାଣିନାହାନ୍ତି, ହେଲେ ସମର୍ଥନ ଥିଲା ଦେଖିଲା ଭଳିଆ

ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦ ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାରେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦକୁ ମିଳିଛି ଅଦ୍ଭୂତପୂର୍ବ ଜନସମର୍ଥନ । ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ସର୍ବତ୍ର ଗୁଞ୍ଜରିତ ହୋଇ ଉଠିଥିଲା, ଆମେ ଆରକ୍ଷଣକୁ…

 ମୟୂରଭଞ୍ଜ ଜିଲ୍ଲାରେ ଫେଲ ମୋଦି ସରକାରଙ୍କ ମେକଇନ ଇଣ୍ଡିଆ ଓ ମେଡ ଇନ ଇଣ୍ଡିଆ

    ଜିଲ୍ଲାରେ ବିଏସଏନଏଲ ସେବା ବାଧାପ୍ରାପ୍ତ,ତୃଟି ନସୁଧାରିଲେ ଯୁବ ବିଜେଡି ପକ୍ଷରୁ ବ୍ୟାପକ ଜନଆନେ୍ଦାଳନ ହେବ- ବାରିପଦାରୁ ଦିଲ୍ଲୀପ ମହାନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ ଇନ ଇଣ୍ଡିଆ ଓ ମେଡ ଇନ ଇଣ୍ଡିଆ ଯୋଜନାର ବାସ୍ତବ ରୂପରେଖ ମୟୂରଭଞ୍ଜ ଜିଲ୍ଲାରେ ବିଫଳ ହୋଇଛି ।…

ମରଣ ଡାକିଲେ କିଏ ବା ରଖେ !!!!

 ଶବ ଦାୟ କରିବାକୁ ଯାଇ ଶବ ହୋଇ ଫେରିଲେ – ବାରିପଦା/Dillip Mohanty - ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଛଚିନା ଗ୍ରାମର ଦୁର୍ଗା ମାର୍ଣ୍ଡି ନାମକ ଏକ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ  ଆତ୍ମୀୟସ୍ୱଜନ ଓ ସାଇପଡ଼ିଶାର କିଛି ଲୋକ ଦୁର୍ଗା ମାର୍ଣ୍ଡିଙ୍କ …

 ଏମସିଆଇ ଓ କେନ୍ଦ୍ରର  ଚଂଚକତା :  ବାଲେଶ୍ୱର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ  ଅନିଶ୍ଚିତତା ! 

ଦଳମତ ନିର୍ବିଶେଷରେ ପୁଣି ଏକ ଗଣ ଆନ୍ଦୋଳନ ପାଇଁ ସାଂସଦଙ୍କ ଆହ୍ୱାନ  ବାଲେଶ୍ୱର(ଉଜ୍ଜ୍ୱଳ କର) ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଆନ୍ଦୋଳନ  ପରେ  ଅନୁମୋଦନ ପ୍ରାପ୍ତ ତଥା ନିର୍ମାଣ ଶେଷ ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମକୁ ନେଇ ଏବେ ଅନିଶ୍ଚିତତା ଦେଖାଯାଇଛି । ମେଡିକାଲ…

ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ !!!!!!

ଶ୍ରୀମାନ ଶ୍ରୀମତୀଙ୍କ  ପାଲଟା ବାର, ମୋହରା  ସାଜିଛି ସିଆଇଆଇ  ! ବୈଜୟନ୍ତ - ଜାଗି ପଣ୍ଡା ଓଡ଼ିଶାର ଶିଳ୍ପ ବିକାଶକୁ ଗତିରୋଧ କରିବା ପାଇଁ କୁଚକ୍ରାନ୍ତ ଚାଲିଛି  ଭୁବନେଶ୍ୱର,: ଦ୍ରୁତ ଶିଳ୍ପାୟନ କଥା କହି କ୍ଷମତାକୁ ଆସିଥିବା ନବୀନ ପଟନାୟକ ସରକାର ଶିଳ୍ପ କ୍ଷେତ୍ରରେ କୋଡିଛି  କେତେ ଆଉ…

ଭାରତୀୟ ଜନତା ଯୁବମୋର୍ଚା ତରଫରୁ ପଦୁପୁର ଦୈନିକ ବଜାରରେ ଜଳଛତ୍ର 

ପଦ୍ମପୁର/ Nila Deep : ପଦ୍ମପୁର ସ୍ଥିତ ଦୈନିକ ବଜାର ଠାରେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ବଜାରକୁ ଖରାଦିନ ଆସୁଥିବା ଲୋକଙ୍କ ନିମନ୍ତେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି ।ଉକ୍ତ ଉଦଘାଟନୀ ଉତ୍ସବରେ ବି.ଜେ.ପି ର ବରିଷ୍ଠ ନେତା ଶ୍ରୀ ପ୍ରତାପ କେଶରୀ ସିଂ ବରିହା ଯୋଗଦେଇ…

ଛଉ, ଛାଉଣୀ ଆଉ ପାଟିଲ 

ପୂର୍ବତନ ଜିଲ୍ଲାପାଳ ରାଜେଶ ପାଟିଲଙ୍କ ପ୍ରୋଜେକ୍ଟ ଛାଉଣୀ ମୟୂରଭଞ୍ଜ  ଛଉ ନିମନ୍ତେ ସର୍ବଶ୍ରେଷ୍ଠ  ଅବଦାନ ଓଡିଶା କଳା ସଂସ୍କୃତିର ଅନ୍ୟତମ ଦୁର୍ମୁଲ୍ୟ ବିଭବ ହେଉଛି ମୟୁରଭଞ୍ଜ ଛଉ ନୃତ୍ୟ | ମୟୁରଭଞ୍ଜ ରାଜା ପରିବାରର ପ୍ରୋତ୍ସାହନରେ ବିଭିନ୍ନ ପର୍ଯ୍ୟାୟ ଦେଇ ଲୋକ ପ୍ରସିଦ୍ଧିର ସୋପାନରେ…

ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦ

ବଲାଙ୍ଗିର/Niroj Mishra: ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦରେ ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ…

ନିୟମଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,  ଜଣେ ଡିଭିଏଫ ଜବାନ ଶହୀଦ

ରାୟଗଡା/Saroj Sahu : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଶହୀଦ ସଞ୍ଜୟଙ୍କୁ ରାୟଗଡାରେ ଦିଆଯାଇଛି ଶୋକାପ୍ଲୁତ ଅନ୍ତିମ ଶ୍ରଦ୍ଧାଞ୍ଜଳି  । ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ  ଶରୀରକୁ ଡାକ୍ତରଖାନାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇବା ପରେ ପୋଲିସ ରିଜର୍ଭ ପଡିଆଠାରେ…