ଲୋକସଭା ସାଂସଦଙ୍କ ପ୍ରଚେଷ୍ଟାରେ ୱାଟର ଏଟିଏମ

ବଲାଙ୍ଗିର ସାଂସଦ କଳିକେଶ ନାରୟଣ ସିଂଦେଓଙ୍କ ଉଦ୍ୟମ କ୍ରମେ ବଲାଙ୍ଗିରରେ ଟାଟାଷ୍ଟିଲ ଏବଂ ଡେଲଟା ପିଓର ତରଫରୁ ବଲାଙ୍ଗିର ସହରର ଚିଲଡ୍ରେନ୍ ପାର୍କ ପାଖରେ ଏକ ୱାଟର ଏଟିମ୍ ର ଶୁଭାରମ୍ଭ ହୋଇଯାଅଛି । ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ପାଣିରେ ଫ୍ଲୋରାଇଡ୍ ମାତ୍ରା ଅଧିକ ହେଉଥିବାରୁ…

ପଦ୍ମପୁରରେ ନିର୍ମିତ  ହେବ ଏକ ସୁନ୍ଦର ମଂଚ : ବିଧାୟକ 

ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର  ସିରଜିନା ଉଛ୍ଛବ ୨୦୧୮  ପଦ୍ମପୁର(ନୀଳ ଦୀପ )-ଅକ୍ଷୟତୄତୀୟା ବୁଧବାର ଦିନ  ସଂଜୟ କୁମାର ବହିଦାରଙ୍କ ସଭାପତିତ୍ୱରେ ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ବାର୍ଷିକ ଉତ୍ସବ  ସିରଜିନା ଉଛ୍ଛବ ୨୦୧୮ ପାଲିତ ହୋଇଯାଇଛି ।…

ଶିକ୍ଷା ବିଭାଗର ଦୃଷ୍ଟି ପଡିବ କି ?

ପୃଥ୍ୱୀରାଜ ହାଇସ୍କୁଲ ଅସ୍ତିତ୍ବ ସଙ୍କଟରେ, ବୁଦ୍ଧିଜୀବୀ ଚିନ୍ତାରେ ବଲାଙ୍ଗୀରରୁ ନିରୋଜ ମିଶ୍ର :  ପାଟଣା ଷ୍ଟେଟର ସର୍ବପୁରାତନ ବିଦ୍ୟାଳୟ ପୃଥ୍ୱିରାଜ ହାଇସ୍କୁଲ ବଲାଙ୍ଗୀର ସହରର ମୁଖ୍ୟ ସ୍ଥାନରେ ଅବସ୍ଥିତ । ଏହି ସ୍କୁଲରୁ ଅନେକ ଛାତ୍ର ପାଠପଢ଼ି ରାଜ୍ୟ ,ଦେଶ, ବିଦେଶରେ ସୁନାମ ଅର୍ଜନ…

ମହିଳା ସହିତ ଦୁଷ୍କର୍ମ ଅଭିଯୁକ୍ତକୁ  ଜେଲ ଓ ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ (ସ୍ପେଶାଲ ଟ୍ରାକ କୋର୍ଟ) ଅମୀୟ ରଞ୍ଜନ ଜେନା ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ଥାନା ସରଡ଼ିହା ଗ୍ରାମର ଚୁନୁ ଓରଫ ଚୁନୁରାମ ହାଁସଦାଃ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଭାରତୀୟ ପିଙ୍ଗଳ…

ମୁମ୍ବାଇର ପୂର୍ବତନ  ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ 

  "ଓଡିଶାର ସେବା କରିବାକୁ ସୁଯୋଗ ଦେଇଥିବାଯୋଗୁ ମୁଁ ନବୀନ ବାବୁଙ୍କ ନିକଟରେ କୃତଜ୍ଞ" ଭୁବନେଶ୍ୱର(chakradhar Majhi) : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଜି ଅପରାହ୍ଣ ୫ଟା ସମୟରେ ପୂର୍ବତନ ପୋଲିସ କମିଶନର (ମହାରାଷ୍ଟ୍ର…

ନାବାଳିକା ସହିତ ଗଣଦୁଷ୍କର୍ମ ଓ ପରେ ହତ୍ୟା ପ୍ରତିବାଦରେ ବିଜଦ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା

ବାରିପଦା(ଦିଲ୍ଲୀପ ମହାନ୍ତି)-  ଜାମୁ ଓ କାଶ୍ମୀର କାଠୁଆ ଅଞ୍ଚଳରେ ଏକ ୮ ବର୍ଷର ନାବାଳିକା ସହିତ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯିବା ଘଟଣାକୁ ସମଗ୍ର ଭାରତବାସୀଙ୍କୁ ବ୍ୟଥିତ କରାଇ ଦେଇଛି । ଏହି ଭଳି ଘୃଣ୍ୟକାର୍ଯ୍ୟର ପ୍ରତିବାଦ ଜଣାଇବା ନିମନ୍ତେ ଦେଶର ବିଭିନ୍ନ ରାଜ୍ୟରେ ଜନତା ରାଜ…

 ରସିକିଆ ସାର…….ହାତ ମାରିଦେଲେ …..

କପିଯାଞ୍ଚ  ଆଳରେ ସଂସ୍କୃତ ମହାବିଦ୍ୟାଳୟରେ ଅଘଟଣ ଛାତ୍ରୀଙ୍କ ଦେହରେ ହାତ ମାରିଲେ ରସିକିଆ ସ୍କ୍ୱାଡର଼୍ ସଦସ୍ୟ  ଆନନ୍ଦପୁର୧୮/୪(ଜିତେନ୍ଦ୍ର ସାହୁ): କଲେଜ ଭଳି ଶିକ୍ଷା ମନ୍ଦିରରେ କଳାକାରନାମା । କପି ଜାଂଚ କରିବା ଆଳରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

କୁଶମାଟିରେ ଅଖିମୁଠି ଅନୁକୂଳ କଲେ ପ୍ରସାଦ, ଚାଷୀକୁଳର ମଙ୍ଗଳ ମନାସିଲେ 

  ଚାଷୀକୁଳକୁ ଧୋକା ଦେଇ ଚାଲିଛନ୍ତି ରାଜ୍ୟ ଓ କେନ୍ଦ୍ର  ସରକାର : ପ୍ରସାଦ  ପ୍ରଦେଶ କଂଗ୍ରେସ କୃଷକ ସେଲ୍ ପକ୍ଷରୁ କୁଶମାଟି ଠାରେ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଓ କୃଷକ ସମ୍ବର୍ଦ୍ଧନା ସମାରୋହ  ଭୁବନେଶ୍ୱର . – ଓଡିଆ ସଂସ୍କୃତିର ମହାନ କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟତୃତୀୟା…

ହରିଜନ ଭିନ୍ନକ୍ଷମ ଯୁବକକୁ ମାଡ : ଥାନାରେ ଏତଲା

ବ୍ୟାସନଗର (ଜୟଶଙ୍କର ଦାଶ) – କୋରାଇ ଥାନା ଅର୍ନ୍ତଗତ ଧନେଶ୍ୱର ପଂଚାୟତ ର ବାଢା ଗ୍ରାମ ର ଜଣେ ହରିଜନ ଭିନ୍ନକ୍ଷମ ଯୁବକ କୁ ମାଡ ହୋଇଥିବା ଅଭିଯୋଗ ହୋଇଛି ।ଅଭିଯୋଗ କାରୀ ଦୁଖିଶ୍ୟାମ ମଳିକ(୧୯) ,ପିତା କନ୍ଦ ମଳିକ ଙ୍କ  କହିବା ମୁତାବାକ ସେ ଖେଳ ପଡିିଆ କୁ ଖେଳ ଦେଖିବା କୁ ଯାଉଥିବା ସମୟ…

ଓଡ଼ିଶାର ଗୌରବକୁ ଉଚ୍ଚା କରିବା ପାଇଁ ସଂକଳ୍ପ ନେବା ବିଜୁବାବୁଙ୍କ ପ୍ରତି ହେବ ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି:…

ଭୂମିପୁତ୍ରଙ୍କୁ ଭୂମିଷ୍ଠ ପ୍ରଣାମ  : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର,: ଭୂମିପୁତ୍ର, କଳିଙ୍ଗବୀର, ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ଆଜି ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା…