ବୋମା ବିସ୍ଫୋରଣ ରେ ଦୁଇ ନାବାଳକ ଗୁରୁତର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ନିଜ ଘର ବାରିପଟେ ଖେଳୁଥିବା ବେଳେ ତଳେ ପଡିଥିବା ବୋମାକୁ ବୋଲ୍ ଭାବି ଧରିଥିବା ବେଳେ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଜଣେ ସାମାନ୍ୟ ଆହତ ହୋଇ…