ଚାଉଳ ଓ କିରୋସିନ ନ ପାଇ ଉପଭୋକ୍ତା ହନ୍ତସନ୍ତ: ଯୋଗାଣ ବିଭାଗର ଆଶ୍ଚର୍ଯ୍ୟଜନକ ନୀରବତା
ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଠାରେ ଉଚିତ୍ ଭାବେ ଚାଉଳ ଓ କିରୋସିନ ନ ପାଇ ଉପଭୋକ୍ତା ହନ୍ତସନ୍ତ। ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ ଗୁଣପୁର ମୁନିସିପାଲିଟି ରେ ଯୋଗାଣ ବିଭାଗ ଦ୍ଵାରା ଉଚିତ୍ ରୂପରେ କିରୋସିନ ଓ ଚାଉଳ ପାଇବା ପାଇଁ ହିତାଧିକାରୀ ମାନେ…