ଗାନ୍ଧୀ ଶାନ୍ତି ସଦ୍‍ଭାବନା ଜ୍ୟୋତି ଯାତ୍ରା ରଥକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହାତ୍ମାଗାନ୍ଧୀ ବାପୁଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଗତ ଅକ୍‍ଟୋବର ମାସ ୨ ତାରିଖରୁ ଭୁବନେଶ୍ୱର ଠାରୁ ବାହାରିଥିବା (ରାଜ୍ୟବ୍ୟାପି ପରିକ୍ରମାରେ) ଗାନ୍ଧୀ ଶାନ୍ତି ସଦ୍‍ଭାବନା ଜ୍ୟୋତି ଯାତ୍ରା ରଥ ପାରଳାଖେମୁଣ୍ଡି ସହରରେ ପହଞ୍ଚିଥିବା ପରେ ବିଭିନ୍ନ…

ଡକାୟତି ଉଦ୍ୟମ ପଣ୍ଡ,୩ଗିରଫ ମାରଣାସ୍ତ୍ର ଓ ୨ ବାଇକ ଜବତ

ବରଗଡ/ଗୌରାଙ୍ଗ ଦାଶ -କୋଲକତାରୁ ମୁମ୍ବାଇକୁ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ରାତିରେ ଚଳନ୍ତା ଟ୍ରକଗୁଡିକରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସୋହେଲା ପୋଲିସ ୩ଜଣ ଡକାୟତକୁ କାବୁ କରିଛନ୍ତି । ଗତ ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋହେଲାଠାରୁ ୭କିଲୋମିଟର ଦୂର…

ବଢ଼ିଲା ଅବଧି : ନଭେମ୍ବର ଶେଷ ଯାଏ ଜାରି ରହିବ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା

ଭୁବନେଶ୍ୱର : ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ଏକ ମାସ ବ୍ୟାପୀ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ସାରା ରାଜ୍ୟରେ ଚାଲୁ ରହିଛି । ‘ତିତ୍‍ଲି’ ବାତ୍ୟାଜନିତ ଉପୁଜିଥିବା ଅସୁବିଧା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ ଯୋଗୁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରାଣରେ ସବୁ…

“ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ”

ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଘାଟିତ ହେଲା ସ୍ୱଦେଶୀ ମେଳା  ଭୁବନେଶ୍ୱର: ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ । ସାରା ବିଶ୍ୱର ପୁଜାରୀ । ଦେଶରେ ଯେତେବେଳେ ସ୍ୱଦେଶୀ ଆନ୍ଦୋଳନ ଚାଲିଥିଲା ସେତେବେଳେ ଭାରତରେ ସ୍ୱତନ୍ତ୍ରତା ଆନ୍ଦୋଳନ ଏହା ମଧ୍ୟରେ ହଜି ଯାଇଥିଲା । ଭାରତର ଆର୍ଥିକ…

ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ, କାମରେ ଯୋଗଦେବେ ଫ୍ରଣ୍ଟ ର ସଦସ୍ୟ ଓକିଲ |

କଟକ  : ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ |  କାମରେ ଯୋଗଦେବାପାଇଁ ଅନୁରୋଧ କଲା ଫ୍ରଣ୍ଟ ଆଉ ସମଭାବାପନ୍ନ ଓକିଲ ବନ୍ଧୁମାନେ ମଧ୍ୟ କାମରେ ଯୋଗ ଦେବା ପାଇଁ କଲେ ଅନୁରୋଧ | ଓକିଲ ଭାଇଙ୍କ ସ୍ୱାର୍ଥ ପାଇଁ ଲଢେଇ ଆରମ୍ଭ ହୋଇଥିଲା , ହେଲେ ଏହାକୁ ଗତ କିଛି ଦିନ ଧରି ରାଜନୈତିକ ରଙ୍ଗ…

ଚକ୍ରଧରଙ୍କୁ ଦଳିଲା ଦନ୍ତା ହାତୀ

ବରଗଡ /ଗୌରାଙ୍ଗ ଦାଶ:- ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମ ପଂଚାୟତର ମର୍ଯାଦ ପାଳି ଗ୍ରାମ ନିକଟସ୍ଥ ପାଠରୀ ଠାରେ ଗତ ରାତିରେ ଜଣେ ବୃଦ୍ଧ କୁ ଗୋଟେ ଦନ୍ତା ହାତୀ ଦଳି ଚକଟି ମାରି ଦେଇଛି । ପାଇକମାଳ ଓ ଝାରବନ୍ଧ ଅଂଚଳରେ ମାତିଛି ଦନ୍ତା ହାତୀ | ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ବି ନେଉଛି |…

ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମାନୀ : ପାର୍ବତୀ ଗିରୀ ମେଗା ଉଠା ଜଳସେଚନ ପକଳ୍ପ କାମରେ ଲାଗୁନି

ଶୁଭିପାରେ  ମରୁଡିର ପଦଧ୍ୱନି,  ଚାଷୀଙ୍କ ଭିତରେ ପଡ଼ିଲାଣି ଭାଳେଣି  ପଦ୍ମପୁର (ନୀଳ ଦୀପ)--  ରାଜ୍ୟ ସରକାର ଅଣଜଳସେଚିତ ଚାଷଜମିକୁ  ଚାଷ ପାଇଁ ପାଣି ଯୋଗାଇ ଦେବା  ଉଦ୍ଦେଶ୍ୟରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ  । ସରକାର ଏହି ପ୍ରକଳ୍ପ ପାଇଁ କୋଟି କୋଟି…

କଂଗ୍ରେସର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମ : ତୃଣମୂଳ ଓ ଶିର୍ଷ ନେତୃତ୍ୱ ମଧ୍ୟରେ ଯୋଗାଯୋଗର ଉତ୍ତମ ମାଧ୍ୟମ 

ବଲାଙ୍ଗିର,(ନିରୋଜ ମିଶ୍ର)  - ଆଜି ଜିଲ୍ଲା କଂଗ୍ରେସ ତରଫରୁ ସହରର ଏକ ହୋଟେଲର ସମୀକ୍ଷା ଗୃହରେ କଂଗ୍ରେସ ଦଳର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମକୁ ନେଇ ଏକ ତାଲିମ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ତାଲିମ ସଭାରେ ଏଆଇସିସି ସଭ୍ୟ…

୩୫ ବର୍ଷ ଧରି ଗୁମୁଟି ତଳେ ଜୀବନ କଟାଉଥିବା ବିଧବା ମହିଳାଙ୍କୁ ଥଇଥାନର ବ୍ୟବସ୍ଥା କଲେ ଉପନଗରପାଳ ଜିତେନ୍ଦ୍ର

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୧୮ ନମ୍ବର ୱାର୍ଡ ଅଧୀନରେ ରହିଥିବା ଭଞ୍ଜପୁର-ମୁର୍ଗାବାଡ଼ି ରାସ୍ତା ପାଶ୍ୱର୍ରେ ଏକ ଗୁମୁଟି ତଳେ ଦୀର୍ଘ ୩୫ ବର୍ଷ ଧରି ବସବାସ କରିଆସୁଥିବା ବିଧବା ଅସହାୟ ମହିଳା ଓ ତାଙ୍କ ପୁଅକୁ ଥଇଥାନ କରିବା ନିମନ୍ତେ ସହାୟତାର ହାତ ବଢ଼ାଇ ଆଗେଇ…