ବିଜେପି ଯୁବନେତା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରେ ମିଶିଲେ
ବାରୀପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲାର ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ “ଜିତୁ ଶିବାନନ୍ଦ “ଏବଂ ଜିଲ୍ଲାର ପୂର୍ବତନ ଯୁବସଭାପତି “ଓମପ୍ରକାଶ ଦାସ ” ଙ୍କ ସହ ୫୦ରୁ ଅଧିକ ଆଗଧାଡିର ଯୁବନେତାମାନେ ଆଜି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟାଳୟରେ…