ଜିଲ୍ଲା ଲେଖିକା ସଂସଦର ତୃତୀୟ ବାର୍ଷିକ ସମାରୋହ

ଯାଜପୁରରୋଡ୍ : ଯାଜପୁର ରୋଡ଼ ସ୍ଥିତ  ଉତ୍ସବ ପ୍ୟାଲେସଠାରେ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ ତୃତୀୟ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖପତ୍ର ଲୋକାର୍ପଣ, ପୁସ୍ତକ ଉନ୍ମୋଚନ, କବିତା ପାଠୋତ୍ସବ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଲେଖିକା ସଂସଦର ସମ୍ପାଦିକା…

ବେଆଇନ ମାଟିଚାଲାଣ : ବିପୁଳ ରାଜସ୍ୱ ହାନି, ତହସିଲ ପ୍ରଶାସନ ଜାଣି ଅଜଣା

ଯାଜପୁରରୋଡ୍Jayashankar Dash  : ଦାନଗଦୀ ତହସିଲ ଅନ୍ତର୍ଗତ ରାଛିପୁର ଅଞ୍ଚଳରେ ମାଟିମାଫିଆମାନେ ତହସିଲ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଅବାଧରେ ମାଟିଚାଲାଣ କରୁଥିବା ଅଭିଯୋଗ ହେଉଛି । ସରକାରୀ ଅନାବାଦୀ ଜମିରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ମାଟିଚାଲାଣ ହେଉଥିବାବେଳେ…

 ଅଲିକୁଦରେ କନ୍ଧ ସମାଜର ବୈଠକ ଓ ନୂତନ କମିଟି ଗଠନ

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଅଲିକୁଦ ଗ୍ରାମରେ କନ୍ଧ ସମାଜର ମହା ସମାରୋହ ଅନୁଷ୍ଠିତ  ହୋଇଯାଇଛି । ସକାଳୁ ଗ୍ରାମର ଇଷ୍ଟଦେବୀ ମାଁ କନେ୍ଧନବୁଢୀଙ୍କୁ ପୂଜା କରାଯାଇ ସମାଜର ବରିଷ୍ଠ ବ୍ୟକ୍ତିଙ୍କୁ ଫୁଲମାଲ ଓ ନୂତନ ବସ୍ତ୍ର ଦେଇ…

ଜିଲ୍ଲାରେ ଗଡ଼ିଲା ପରି ଏକ୍ସପ୍ରେସ :, ୭ ଦିନ ଧରି ଜିଲାରେ ସମସ୍ତ ବ୍ଲକରେ କରିବ ଲୋକଙ୍କୁ ସଚେତନ  

ରାୟଗଡ଼ାରୁ ସରୋଜ କୁମାର ସାହୁ :ଆଜି ଜିଲ୍ଲା ସଦର ମହକୁମା ଜି.ସି.ଡି ପଡିଆ ଠାରେ ଜିଲା ପୋଲିସ ଦ୍ୱାରା ପରୀ ରଥର ଶୁଭାରମ୍ଭ  କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ଝିନ ହିକକା ସ୍ଥାନୀୟ ବିଧାୟକ ଲାଲ ବିହାରି ହିମିରିକା ଯୋଗ ଦେଇଥିବା ବେଳେ  ଜିଲ୍ଲାପାଳ ଗୁହା…

ଆଉ କେତେ ଦିନ ରାଜ୍ୟର ମା’ ଭଉଣୀମାନେ ଦୁଷ୍କର୍ମର ଶିକାର ହୋଇ ଚାଲିଥିବେ: ବିଜେପି

ମହିଳା ସୁରକ୍ଷା ଯାତ୍ରା ଅବସରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଭୁବନେଶ୍ୱର :  ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ…

୧୦ ଲକ୍ଷ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ ଲକ୍ଷ୍ୟ

ବିଜୁ ଶ୍ରମିକ ସାମ୍ମୁଖ୍ୟର ଆଞ୍ଚଳିକ ସମ୍ମିଳନୀ ବାଲେଶ୍ୱର( ଉଜ୍ଜ୍ୱଳ କର ): ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଅଣସଂଗଠିତ ଶ୍ରମିକଙ୍କୁ ନେଇ  ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…

୧୯ ମିନିଟରେ ୪, ୭୮୯ କିମି ଦୂରରେ ଥିବା  ଲକ୍ଷ୍ୟ କଲା ଭେଦ 

ଅଗ୍ନି-୫’ର ସଫଳ ପରୀକ୍ଷଣ  ବାଲେଶ୍ୱର( ଉଜ୍ଜ୍ୱଳ କର ): ଭୁପୃଷ୍ଠ ରୁ ଭୁପୃଷ୍ଠକୁ  ନିକ୍ଷେପ ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଂସ୍ଥା  ବ୍ୟବହାରିକ ପରୀକ୍ଷଣ ରବିବାର ସଫଳ ହୋଇଛି । ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା…

ଜାମସେଠ ପ୍ରିମିୟର୍ ଲିଗ ଉଦଯାପିତ: ସାରାବଙ୍ଗକୁ ହରାଇ ଡୁଡୁକିଝରିଆ ଚାମ୍ପିୟନ

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଅଷ୍ଟମ ଜାମସେଠ ପ୍ରିମିୟର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଡୁଡୁକଝରିଆ ସାରାବଙ୍ଗକୁ ହରାଇ ଚାମ୍ପିୟନ ହୋଇଛି । ସାରାବଙ୍ଗ ଟସ ଜିଣି…

ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖା ପଦ୍ମପୁର ର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ

ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ  ଭଜନ ଅଗ୍ରୱାଲ ଓ ସୁନିଲ ଅଗ୍ରୱାଲ ଙ୍କ ସଂଯୋଜନା ରେ ମାରୱାଡି ଯୁବାମଞ୍ଚ ଓ ଜାଗୃତି  ଶାଖା ପଦ୍ମପୁରର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମାରୱାଡି ଯୁବାମଞ୍ଚ ମଣ୍ଡଳ ଗ ଉତ୍କଳ ର ସହ…

ଜିଲ୍ଲା ପ୍ରାଥମିକ ଶିକ୍ଷକ  ସଂଘ (ପଞ୍ଚମ ସ୍ତରୀୟ -ଏକ୍ସ କେଡର) ଗଠନ

ବଲାଙ୍ଗିର (ନିରୋଜ ମିଶ୍ର )   ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ସଂଗଠନକୁ ସୁଦୃଢ କରିବା ପାଇଁ ଜୟନ୍ତୀଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ପଞ୍ଚମ ସ୍ତରୀୟ- ଏକ୍ସ କେଡର)  ଗଠନ କରାଯାଇଥିଲା । ସଭାପତି ଭାବରେ ଜୟନ୍ତୀଲାଲ ସାହୁ, ଉପସଭାପତି ଭାବେ ସପ୍ତମ କିଶୋର…