ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ ।

ପଦ୍ମପୁର/ନୀଳ ଦୀପ -ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପ୍ରଧାନ…

“ରୋଗ କ’ଣ ବିପିଏଲ୍‍ କାର୍ଡ ଦେଖିକି ଆସେ….ଦୁର୍ଘଟଣା କ’ଣ ବିପିଏଲ କାର୍ଡ ଦେଖିକି ଆସେ?”

ଭୁବନେଶ୍ୱର : "ଓଡ଼ିଶାର ସାଢେ଼ ଚାରିକୋଟି ଓଡ଼ିଆଙ୍କ ଭରସାର ପ୍ରତୀକ ହେଉଛି ବିଜୁ ଜନତା ଦଳ ସରକାର । ଆମେ ସବୁବେଳେ ଲୋକଙ୍କ ସାଥିରେ ଅଛୁ ଓ ଲୋକଙ୍କ ପାଇଁ କାମ କରିଚାଲିଛୁ । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ନମ୍ବର-୧ ଖାଦ୍ୟ ସୁରକ୍ଷା,…

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୧୮ରେ ବିଶିଷ୍ଟ ଭାରତୀୟ ଓ ବିଦେଶୀ କଳାକାରଙ୍କ ସମାବେଶ

ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ନଭେମ୍ବର ୧ ତାରିଖରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲାର ବିଶାଳ ଭଞ୍ଜଭବନ ମୁକ୍ତାକାଶ ରଙ୍ଗମଞ୍ଚରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ, ସଙ୍ଗୀତ ଉତ୍ସବର…

ଜିଲ୍ଲା ଦାବୀ ନେଇ ଟିଟିଲାଗଡ଼ ବନ୍ଦ ସମ୍ପୁର୍ଣ୍ଣ ସଫଳ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ  

ଟିଟିଲାଗଡ଼ରୁ ସୁନୀଲ ବେହେରା : ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ ଦିନକୁ ଦିନ ଜୋର ଧରିବାରେ ଲାଗିଛି । ଏହି ପରିପେକ୍ଷୀରେ ଟିଟିଲାଗଡକୁ  ଜିଲ୍ଲା ଘୋଷଣା କରିବା ଦାବି ନେଇ ଆଜି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ସମ୍ପୁର୍ଣ୍ଣ…

୭ ଦଫା ଦାବିପତ୍ର ନେଇ ବିଜେପି ପକ୍ଷରୁ ମୁରିବାହାଲ ବ୍ଲକ ଘେରାଉ ଓ ଧାରଣା 

ଟିଟିଲାଗଡ଼, (ସୁନୀଲ ବେହେରା ) ମୁରିବାହାଲ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ମୁରିବାହାଲ ହାଟପଦାରୁୁ ସତାଧିକ ବିଜେପି କର୍ମୀ ଏକତ୍ର ହୋଇ ବିରାଟ ରେଲି ବାହାରି ନବିନ ସରକାର ମୁର୍ଦ୍ଧାବାଦ ,ନବିନ ଗରିବ ମାରଣା ନିତୀ ଚଲିବ ନାହିଁ,ରାଜ୍ୟରେ ସ୍ୱାସ୍ଥ୍ୟସେବା…

ଲୋକ ତାତିଲେ, ରାସ୍ତାକୁ ଆସିଲେ : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଚାଷୀ

ଆଞ୍ଚଳିକ କୃଷକ ମହାସଙ୍ଗ ତରଫରୁ ପଦ୍ମପୁର ନୂଆପଡା ମୁଖ୍ୟ ରାସ୍ତା ଅବରୋଧ ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ଚାଷୀ ଓ ଚାଷ ର ବିଭିନ୍ନ ସମସ୍ୟାକୁ ନେଇ ଓ ମୁଖ୍ୟତ ଅଞ୍ଚଳରେ ଗତ କିଛିଦିନ ଭିତରେ 2 ଜଣ ଚାଷୀକୁ ହାତୀ ଦଳିଚକଟି ମରିଦେଇଥିବା ଭଳି ପରିସ୍ଥିତି ଓ ଅନାବୃଷ୍ଟି ଯୋଗୁ ହେଇଥିବା ମରୁଡି…

ଯାଜପୁର ସଡକ ସୁରକ୍ଷା ବୈଠକ: ମଦ୍ୟପ ଓ ବେପରୁଆ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଯାଜପୁର/ଜୟଶଙ୍କର ଦାଶ : ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଗାଡି ଚାଳନା ପାଇଁ ମର୍ମୁଦନ୍ତ ସଡକ ଦୁର୍ଘଟଣାରେ ବ୍ୟାପକ ଧନଜୀବନ କ୍ଷତି ହେବା ସହ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହେଉଛି । ସଡକ ସୁରକ୍ଷା ପାଇଁ ଏଭଳି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ…

ଓଡଗାଁ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ:ଓଡଗାଁ ବ୍ଲକରୁ ୩୮ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଅନ୍ୱେଷଣ ଓ ବିକଶିତ କରି ସେମାନଙ୍କ ମନରେ ଉତ୍ସାହ ସୃଷ୍ଟି  କରିବା ସହିତ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପଦାନ କରିବା ଉଦେଶ୍ୟରେ ଓଡଗାଁ ବ୍ଲକ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଜି ନନ୍ଦିଘୋର…

କାର୍ଯ୍ୟରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନର୍ବାଣେ 

ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲାର ନୂତନ  ଅତିରିକ୍ତ ଜିଲାପାଳ ଭାବେ ଆବୋଲି ସୁନୀଲ ନର୍ବାଣେ ଗତକାଲି ୨୯-୧୦-୨୦୧୮ ରିଖ ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦାନକରି ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଏ ଏହା ପୂର୍ବରୁ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର  ଉପଜିଲାପାଳ ଭାବ କାର୍ଯ୍ୟ…

ବ୍ୟାଟେରୀ ଗାଡି ଚାର୍ଜ ହେଲାନେଲେ ନିଆଁ :  ରାସନ ଦୋକାନ ପୋଡିଗଲା

  କୁଚିଣ୍ଡା/ଶାନ୍ତନୁ ବେହେରା ଆଜି ଦିନବେଳା କୁଚିଣ୍ଡା ଏନ୍ଏସି ସ ଇ ଡ। ଗ୍ରାମରେ ଏକ ରାସନ ଦୋକାନରେ ବେଟେ ରି ଚାଳିତ ଗାଡି ଚାର୍ଜ କରିବା ସମୟରେ ହଟ।ତ ନିଆଁ ଲାଗି ଯାଇଥିଲା |ଏଥିରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଦୋକାନ ଭିତରେ ନିଆଁ ବ୍ୟାପି ଯିବାରୁ ଦୋକାନ ର ବହୁତ  ସାମଗ୍ରୀ…