ପରୀଟିଏ ପାଇଁ କଥାଟିଏ ସଚେତନତା କାର୍ଯ୍ୟକ୍ରମ : କନ୍ୟାଙ୍କ ପ୍ରତି ଅସଦାଚରଣ ରୋକିବା ଆମର କର୍ତ୍ତବ୍ୟ 

ବାରିପଦା(ଦିଲ୍ଲୀପ ମହାନ୍ତି )-ସମାଜରେ କ୍ରମାଗତ ଭାବେ ଶିଶୁ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧିପାଇବା ଆରମ୍ଭ କରିଥିବାରୁ ଏହାକୁ ପ୍ରତିହତ କରି ନିର୍ଯ୍ୟାତିତ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସମାଜର ସମସ୍ତ ନାଗରିକ ପ୍ରତିଶ୍ରୁତବଦ୍ଧ ହେବାର ଆବଶ୍ୟକତା ରହିଛି ।…

 ମୋଦିଙ୍କ ଶାସନରେ ଯବାନ, କିଷାନ ଓ ନୌଯବାନ ସଂକଟମୟ ପରିସ୍ଥିତିର ସାମ୍ନା କରୁଛନ୍ତି : ଡ଼. ବିଶ୍ୱରଂଜନ 

ଏଆଇସିସି ସମ୍ପାଦକ ବିଶ୍ୱରଂଜନ ମହାନ୍ତିଙ୍କୁ ଭବ୍ୟ  ସମ୍ବର୍ଦ୍ଧନା ଭୁବନେଶ୍ୱର(Chakradhar Majhi)  : ଖୁବ କମ ବୟସରେ ରାଜନୀତିରେ  ଜାତୀୟ ରାଜନୀତିରେ ପ୍ରବେଶ କରି ଓଡିଶା ପାଇଁ ଗର୍ବ ଆଣିଦେଇଥିବା ଦକ୍ଷ ଯୁବନେତା ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା ଗୁଜରାଟ ସହପ୍ରଭାରୀ ଡଃ…

ଡାକ୍ତରଖାନାରେ ନିଆଁ 

  ବାରିପଦା(ଦିଲ୍ଲୀପ ମହାନ୍ତି) - ମୟୁରଭଞ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପୂର୍ବାହ୍ନ ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟି କିଛି ଗୁରୁତ୍ୱପୂର୍ଣ  କାଗଜପତ୍ର ସମେତ ନୋଟିଫିିକେସନ ରେଜିଷ୍ଟାର ଔଷଧ  ସମେତ କିଛି ଆସବାପତ୍ର ଜଳି ସମ୍ପୂନ୍ନ…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ନିୟମିତ ହେଲା ୧୦ଟି ବିଭାଗ 

ବାରିପଦା(Dillip mohanty)- ବାରିପଦା ତଖତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟରେ ୯ ଟି ବିଷୟରେ ସ୍ନତକୋତ୍ତର(ପିଜି) ପାଠ୍ୟକ୍ରମ ଖୋଲାଯିବ ।  ଏ ନେଇ ଗତ ୭ ତାରିଖ  ଗୁରୁବାର ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ପ୍ରସ୍ତାବକୁ ଅନୁମୋଦନ କରିବାପରେ ସୋମବାର ବିଧିବଦ୍ଧ ଭାବେ ରାଜ୍ୟ…

ପଦ୍ମପୁର ବିଧାୟକଙ୍କ ଦ୍ୱାରା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ତଥା ପୋଲ ଉଦ୍ଘାଟିତ 

ପଦ୍ମପୁରରୁ  ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ଅଧିନସ୍ଥ କନସିହା ଓ ଚଣ୍ଡିପାଲି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ନିର୍ମାଣ ହୋଇଥିବା ରାସ୍ତା କୁ ପଦ୍ମପୁର ବିଧାୟକ ପ୍ରଦୀପ ପୂରୋହିତ ଉଦ୍ଧଘାଟନ କରିଥିଲେଏବଂ ଏହା ସହ ଦହିତା ବୁଡ଼ାମାଲ ରାସ୍ତାରେ…

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳାମାନଙ୍କର ଘୋର ଅସନ୍ତୋଷ ସାରା ରାଜ୍ୟରେ ପରିଲକ୍ଷିତ : ପ୍ରଭାତୀ ପରିଡା 

  ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳାଙ୍କ ସମ୍ମିଳିତ ସ୍ୱର ଆଗାମୀ ଦିନରେ ଆହୁରି ଶାଣିତ ହେବ ""ଶାସକ ଦଳର ଛତ୍ର ଛାୟା ତଳେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଭୁଲୁଣ୍ଠିତ ହେଉଥିବା ବେଳେ ରାଜ୍ୟର ମହିଳାମାନେ ସେମାନଙ୍କ ସୁରକ୍ଷା ସହିତ ସାଲିସ କରିବେ ନାହିଁ  ।ଗୋଟିଏ ପଟେ ମହିଳା  ଓ ବିଶେଷ…

ବଡ଼ଚଣାରେ ବିଜେଡିର ଶକ୍ତି ବୃଦ୍ଧି : ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର(ଚକ୍ରଧର ମାଝି) :ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀର ସୋଲାର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର, ସରପଞ୍ଚ ବିଜୟ କେତନ ସ୍ୱାଇଁ, କଂଗ୍ରେସ ନେତା ଅନନ୍ତ…

ନୃତ୍ୟ ସଙ୍ଗୀତ କଳା ମନ୍ଦିରର ବାର୍ଷିକୋତ୍ସବ

ବାଲେଶ୍ୱର(ଉଜ୍ଜ୍ୱଳ କର) ବାଲେଶ୍ୱରର ଅନ୍ୟତମ ପୁରାତନ କଳା ଅନୁଷ୍ଠାନ  ‘ନୃତ୍ୟ ସଙ୍ଗୀତ କଳା ମନ୍ଦିର’ର ୬୨ତମ ବାର୍ଷିକ ଉତ୍ସବ ଟାଉନହଲ ପରିସରରେ ଅନୁଷ୍ଠାନ  ହୋଇଯାଇଛି । ଅନୁଷ୍ଠାନର  ଉପ-ସଭାପତି ସୁବାସିନୀ ଜେନା  ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ…

କେନ୍ଦ୍ରାପଡା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ 

କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲ :  କେନ୍ଦ୍ରାପଡ଼ା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ସଂଗ୍ରହ କରାଯାଇଅଛି. କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନି ମୁହାଣୀ ଛକ ଠାରେ. କେନ୍ଦ୍ରାପଡ଼ା ସେବା ସମିତି ସଭାପତି ମନୋଜ କୁମାର ନାୟକ କାର୍ଯ୍ୟ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ…