ସମନ୍ୱୟ ରକ୍ଷା କରି ମିଳିମିଶି କାର୍ଯ୍ୟ କଲେ ସଂଗଠନ ସ୍ଥିତ ମଜବୁତ ହେବ: ଡ: ରାକେଶ ଶର୍ମା
ଭାଜପା- କୃଷକ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତାପାର୍ଟି କୃଷକ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ସାଇଲାମ କଲ୍ୟାଣ ମଣ୍ଡପ ଠାରେ । ଜିଲ୍ଲା ଭାଜପା କୃଷକ…