ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ,  ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ …

ଆନ୍ଦୋଳନମୁଖୀ । ଦାବି ପୂରଣରେ ସରକାରଙ୍କ ଉଦାସୀନତାକୁ ବିରୋଧ କରି ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ରାଜ୍ୟ ଶାଖା କର୍ମକର୍ତ୍ତାଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ସମୂହଛୁଟିରେ ରହବାକୁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘର ଜିଲ୍ଲା…

ପୁଣି ବୌଦ୍ଧ କଲେଜରେ ଖୋଲିଲା ଯୁକ୍ତଦୁଇ ବାଣିଜ୍ୟ

  ବୌଦ୍ଧ (ସିମୁନ୍ ନାଏକ) ; ସମଗ୍ର ବୌଦ୍ଧ ଜିଲ୍ଲା ରେ ବାଣିଜ୍ୟ ପାଢିବାକୁ ହେଲେ ବାହାର ଜିଲ୍ଲାକୁ ଜିବାକୁ ପଡୁଥିଲା । ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧଜୀବି ମହଲରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବା ନେଇ ବିିଭିନ୍ନ ସମୟରେ ଦାବୀ ହୋଇଆସୁଥିବା ବେଳେ…

ମୂଳରୁ ମାଈପ ନାହିଁ, ପୁଅ ନା ଗୋପାଳିଆ, ମିଛ କଥାକୁ ନେଇ ବହେ ରାଜନୀତି

  ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ଯାହାକୁ ଦୁର୍ବ୍ୟବହାର ହୋଇଛି ବୋଲି କୁହ ଯାଉଛି ସେ କହୁଛନ୍ତି କିଛି ହୋଇନି | ଯା ନା ରେ ଆସିଛି ସେମାନେ କହୁଛନ୍ତି କିଛି ସେମିତି ହୋଇନି | ଯିଏ ସାଙ୍ଗରେ ଥିଲେ ସେ କହୁଛନ୍ତି ନା ସେମିତି କିଛି ଘଟଣା ଘଟିନି | ତାଙ୍କୁ ଘେରି ରହିଥିବା ଲୋକ ଗୁଡାକ ବି…

ଜେକେ କାଗଜ କଳ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର

ରାୟଗଡରୁ ସରୋଜ କୁମାର ସାହୁ, ରାୟଗଡ ଠାରେ ଅବସ୍ଥିତ ଜେକେ କାଗଜ କଳର ସି. ଏଫ. ଓ.,  କୋଠାରେ ଜେକେ କାଗଜ କଳ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ଜେକେ କାଗଜ କଳର ପି. କେ.ସୁରୀ (ଇ.ଭି. ପି.,…

ବହୁ ପ୍ରତୀକ୍ଷିତ ଜେଏମଏଫ୍ସି କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ

 ପାଇକମାଲ/ଗୌରାଙ୍ଗ ଦାଶ - ପାଇକମାଲର ଭୌଗୋଳିକ ପରିସ୍ଥିତି ଓ ଜନସଂଖ୍ୟା ର ଆବଶ୍ୟକତା କୁ ଦେଖିଲେ ଏହା ସ୍ପଷ୍ଟ ଯେ ଏହି ଅଂଚଳରେ ଏକ ଜେଏମଏଫ୍ସି  କୋର୍ଟ ଏକ ସିଏଚସି  ହସ୍ପିଟାଲ ଏକ ପାୱାର ଗ୍ରୀଡ଼ ଏକାନ୍ତ ଭାବରେ ଆବଶ୍ୟକ। ପାଇକମାଲ ସିଟିଜେନ ଫୋରମ ଓ ଅନ୍ୟାନ୍ୟ ବହୁତ ସଂଗଠନ ଏ ନେଇ…

 କି ମଜଭୁତିଆ କାମ, ମାନିବାକୁ ପଡିବ 

ମାତ୍ର ୪ ମାସରେ ଦବିଗଲା ଖଡଙ୍ଗ ନଦୀର ବିଜୁ ସେତୁ ଆପ୍ରୋଚ୍ ରୋଡ୍ କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ) ; ବୌଦ୍ଧ ଓ ବଲାଙ୍ଗିର ଜିଲାକୁ ଯୋଡିଥିବା ସଦ୍ୟ ନିର୍ମିତ ଖଡଙ୍ଗ ନଦୀ ପୋଲ ସଂଲଗ୍ନ ଆପ୍ରୋଚ୍ ରୋଡ୍ ବର୍ଷାରେ ଦବି ଯାଇଛି । ଫଳରେ ଚଳିତ ବର୍ଷା ଋତୁରେ ଏହି ସେତୁ ଉପରେ ଯାତାୟତ କରିବା ନେଇ…

ବ୍ୟବସାୟୀକ ପେଣ୍ଠସ୍ଥଳୀ ତିଲେଶ୍ୱରରେ ଗୋଟିଏ ହେଲେବି ଏଟିଏମ୍ ନାହିଁ,ଲୋକ ହନ୍ତସନ୍ତ 

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ହେଉଛି ଏକ ଜନଗହଳିପୂର୍ଣ ବ୍ୟବସାୟୀକ ପେଣ୍ଠସ୍ଥଳୀ । ହେଲେ ଏଠାରେ କୌଣସି ଏଟିଏମ୍ ନଥିବାରୁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁପଡୁଛି । ତିଲେଶ୍ୱର ରେ ରବିବାର ଦିନ ଏକ ସାପ୍ତାହିକ ହାଟ ବସେ । ଏହି…

ହତ୍ୟା ଉଦ୍ୟମ ଅଭିଯୁକ୍ତକୁ ଦିବର୍ଷ ଜେଲ 

  ବାରିପଦାରୁ ଦିଲ୍ଲୀପ ମହାନ୍ତି(୩୦/୦୬)- ଏକ ଯୁବକକୁ ଜୀବନରୁ ମାରିଦେବାର ଉଦ୍ୟମ ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ କମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୩ ପ୍ରଫୁଲ୍ଲନଗରର ଟୁରା ଓରଫ ପ୍ରଦୀପ…

ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ  କ୍ରମେ ମୟୂରଭଞ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ୨୦୧୮ ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ୦୨.୦୭.୨୦୧୮ ମାସର ପ୍ରଥମ ସୋମବାର ଜିଲ୍ଲାପାଳଙ୍କ…

ଶ୍ରୀରାଧାର କଲ୍ପକାର କବି  ରମାକାନ୍ତ ରଥ ପାଇବେ “ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର

୧୫ ଜଣ ସାହିତ୍ୟିକ ସାହିତ୍ୟ ଏକାଡେମୀ ପକ୍ଷରୁ ହେବେ ସମ୍ବର୍ଦ୍ଧିତ ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉଲ୍ଲେଖନୀୟ ସାରସ୍ୱତ ଅବଦାନ ପାଇଁ ପ୍ରଦାନ କରାଯାଉଥିବା  ସର୍ବୋଚ୍ଚ ସାରସ୍ୱତ ସମ୍ମାନ "ଅତିବଡ଼ୀ ଜଗନ୍ନାଥ ଦାସ' ପୁରସ୍କାର ପାଇବେ ବିଶିଷ୍ଟ କବି…