ତିତଲି ପ୍ରଭାବରେ ପାହାଡ ଧସି ୧୮ଜଣଙ୍କ ଜୀବନହାନୀ ହୋଇଥିବା ବାରଘର ଗ୍ରାମର ୭୬ଜଣ ପରିବାରଙ୍କୁ ଘର ନିର୍ମାଣ ପାଇଁ ୭୬୦ଟି…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଗତ ଅକ୍ଟୋବର ୧୦ତାରିଖ ରାତିରେ ସାମୁଦ୍ରିକ ଝଡବାତ୍ୟା ତିତଲି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନହାନି ହୋଇଥିଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବାରଘର ଗ୍ରାମ । ବାରଘର ଗ୍ରାମ ସମୁଦ୍ର ପତନ ଠାରୁ ପ୍ରାୟ…