ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ
ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ପ୍ରଶାସନିକ ଅଧିକାରୀ
ଝାରସୁଗୁଡ଼ା, ୧୦/୦୨: ସ୍ଥାନୀୟ ଏଲ.ଏନ୍ କଲେଜ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଏନ.ଆଇ.ସି ର ମିଳିତ ସହଯୋଗରେ "ସୁରକ୍ଷିତ ଇଣ୍ଟରନେଟ୍ ଦିବସ" ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଯୁଗରେ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର…