“ଅବାସ୍ତବ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ”
ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ କରାଇବାର ଯୋଜନା ସରକାରଙ୍କର ନାହିଁ- ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରାଯାଇ ବାଙ୍ଗିରିପୋଷି ନୂତନ ଜିଲ୍ଲା ଗଠନ ପ୍ରସ୍ତାବ ଖବର ଏକ ଗୁଜବ ଓ ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ…