ପୋଲ ଭୁଶୁଡିଲା : କନ୍ଧମାଳ ଜିଲ୍ଲା ବସ୍ତିଙ୍ଗିଆ ନୂଆସାହି ଠାରେ ଏକ ପୋଲ ଭୁଶୁଡି ପଡିଥିବା ଜଣାପଡିଛି | ଏହାଫଳରେ…
G Udayagiri /ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ବସ୍ତିଙ୍ଗିଆ ନୂଆସାହି ଠାରେ ଏକ ଅସ୍ଥାୟୀ ପୋଲ ଭୁଶୁଡି ପଡିଥିବା ଜଣାପଡିଛି | ଏହାଫଳରେ ଟିକାବାଲି-ଚକାପାଦୁ ମଧ୍ୟରେ ଯୋଗାଯୋଗ ବିଛିନ୍ନ ଟୀକାଵାଲିରୁ ପୋସରା ପୂର୍ତ୍ତ ବିଭାଗର ୧୪ କିମି ରାସ୍ତା କାମ ଆରକେଡି ଠିକାଦାର କରୁଛି |…