ନୃସିଂହନାଥ ପୀଠରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ
ଜିଲ୍ଲା,ଜିଲ୍ଲା ବାହାର ତଥା ପଡୋଶୀ ରାଜ୍ୟରୁ ପ୍ରତ୍ୟେକ ଦିନ ହେଉଛି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ।
ବରଗଡ/ନିଳ ଦୀପ
ରାଜ୍ୟରେ ଥଣ୍ଡାବଢିବା ସାଙ୍ଗେସାଙ୍ଗେ ,ରାଜ୍ୟରବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଯମୁଛି ଲୋକଙ୍କ ବଣଭୋଜିର ଆସରା । ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ…