ଲହୁଣୀପଡ଼ା ପଂଚାୟତରେ ଦୁର୍ମୁଲ୍ୟ ବଜ୍ରକାପ୍ତା

Rourkela / Susant Behera: ବଣେଇ ଉପଖଣ୍ଡ ଲହୁଣିପଡ଼। ବ୍ଲକ କଲେଇପୋଷ ପଂଚାୟତ ର ନୂଆପଡ଼। ଗାଁ ରେ ଏକ ବଜ୍ରକାପ୍ତା ର ସନ୍ଧାନ ମିଳିଛି। ତେନ୍ତୁଳି ସାହିର ବଳରାମ କିଷାନ କାନ୍ଥ ଭାଙ୍ଗି ଥିବାରୁ ଏକ ଜାଲ ଲଗାଇ ଥିଲେ।ସେଥିରେ ରାତି 2 ଟାରେ ଏହି ବଜ୍ରକାପ୍ତା ଟି ଫସି ଯାଇଥିଲା।ସକାଳୁ…

ମେଡିକାଲ କଲେଜ  ୩ ଘଣ୍ଟା ଅନ୍ଧାର, ସହର କଥା କାଇଁ ପଚାର !!!

ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ୩ ଘଣ୍ଟା ଅନ୍ଧାର, ରୋଗୀସେବା ବାଧା ପ୍ରାପ୍ତ- ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟକୁ ଅପରାହ୍ନ ଦେଢ଼ଟାରୁ ହଠାତ୍…

ଭଦ୍ରକରେ ୧୪ତମ ଜିଲ୍ଲାସ୍ତରୀୟ  ସଡକସୁରକ୍ଷା ବୈଠକ 

  ଭଦ୍ରକ/Satyabhusan Swami  ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ୧୪ତମ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂର୍ପକୀୟ ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଜ୍ଞାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ବୈଠକରେ ଭଦ୍ରକର ଆରକ୍ଷୀ ଅଧିକ୍ଷକ ବି…

ପ୍ରଶାସନ କାଲା ନା ଅନ୍ଧ : ଦେଖାଯାଉନିକି ୫ ଖଣ୍ଡ ଗାଁ ଲୋକଙ୍କ ଦୁର୍ଦ୍ଦଶା

କିଛି ଘଟିବାକୁ ବୋଧେ ଚାହିଁ ରହିଛନ୍ତି ସରକାର !! ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଭୌଗଳିକ ସ୍ଥିତି ଅତି ଆଶ୍ଚର୍ଯଜନକ । ବ୍ଲକ ମୁଖ୍ୟାଳୟରୁ ବ୍ଲକ ର କିଛି ଅଂଚଳକୁ ଯିବାଆସିବା ଭି ବହୁତ କଷ୍ଟ କର ଯେମିତି ପାଇକମାଲ ରୁ ଚରଦାପାଲି ବା ଲଖମରା ପଞ୍ଚାୟତର କିଛି…

ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ।

  ପଦ୍ମପୁର/ ନୀଳ ଦୀପ -ବିଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଭା ଅନ୍ବେଷଣ ୨୦୧୮ ଅନୁଷ୍ଠିତ ହୋଇଯାଇଛି । ନୄତ୍ୟ ଗୁରୁ ରମେଶ ଗୁର୍ଲାଙ୍କ ତତ୍ତ୍ବାବଧାନ ଏବଂ ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ…

ଆରଏସପିର  ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ରୌପ୍ୟ ଜୟନ୍ତୀ ପାଳନ

ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ବର୍ଷବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ଜୁଲାଇ ୨୧ ତାରିଖରେ ଆରଏସପିର ସିଇଓ, ଶ୍ରୀ ସିଇଓଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିପିଟିଆଇ ଲାଉଞ୍ଜଠାରେ ସିଇଓ ଏକ…

ସାବାସ… ଗୋଟିଏ ଦିନରେ ତିନୋଟି ବସ୍ତି ପାଲଟିଲା ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ବସ୍ତି

ଡେଲି ମାର୍କେଟ ବସ୍ତିରେ ମିଳିତ ଭାବେ ତିନୋଟି ବସ୍ତିର ଲୋକଙ୍କ ସମାବେଶ  ରାଉରକେଲା, (ସୁଶାନ୍ତ ବେହେରା ) :  ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ସହରରେ ପରିଣତ କରିବା ଦିଗରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏକ ବଡ଼ ସଫଳତା ହାସଲ କରିଛନ୍ତି। ୱାର୍ଡ ନମ୍ବର…

ଦୁର୍ଘଟଣାରେ କାର୍ତ୍ତବ୍ୟରତ ହାବିଲଦାରଙ୍କ ମୃତ୍ୟୁ

  ବଡ଼ବିଲ/Chittaranjan Kar : ବଡ଼ବିଲ ବଲାଣି ମୁଖ୍ୟ ରାସ୍ତା କଳିଙ୍ଗନଗର ଫାଣ୍ଡି ସମ୍ମୁଖରେ ଶୁକ୍ରବାର ରାତି ସାଢ଼େ ଆଠଟା ସମୟରେ ଏକ ଡ଼ମ୍ପର ଚାପାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା କାର୍ତ୍ତବ୍ୟରତ ଜଣେ ପୋଲିସ ହାବିଲଦାରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାବିଲଦାରଙ୍କ ନାମ ହୃଷୀକେଷ…