ବାରିପଦାରେ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ଓଡ଼ିଶାର ବାରିପଦା ସହରକୁ ଗସ୍ତରେ ଆସିବେ । ଏହି ଅବସରରେ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ସମୂହକୁ ରାଷ୍ଟ୍ର ନିମନ୍ତେ ଲୋକାର୍ପଣ କରିବେ । ଏହା ମଧ୍ୟରେ ୪ ଲେନ୍…