୨୮ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦଯାପିତ
ବଲାଙ୍ଗିର(ନିରୋଜ ମିଶ୍ର )ସିହିନୀ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କାଉଟ ଓ ଗାଇଡ ମାନଙ୍କ ଦ୍ୱାରା ଶାରୀରିକ କଳା କୌଶଳ , କ୍ୟାମ୍ପ କ୍ରାଫ୍ଟ , ସ୍କୁଲ ଗେଟ,ଆଂଚଳିକ ନୃତ୍ୟ, ଗ୍ରାମ୍ୟ ବଜାର, ପ୍ରଦର୍ଶନୀ, ପେଣ୍ଟିଙ୍ଗ, ର୍ୟାମ୍ପ…