ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ  : ବଡ଼ବିଲ ପ୍ରେସ କ୍ଲବର ଶୋକସଭା 

ବଡ଼ବିଲ (ଚିତ୍ତରଞ୍ଜନ କର) : ବରିଷ୍ଠ ସାମ୍ବାଦିକ ତଥା ଲେଖକ ଓ ପରିବେଶବିତ କଳାକାର ନାଏକଙ୍କ  ଦେହାନ୍ତ ହୋଇଯାଇଛି । ମଙ୍ଗଳବାର ଦିନ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଯୋଡ଼ା ସ୍ଥିତ ଟିସ୍କୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । କଳାକାର ନାଏକ…

ଲୋକସମ୍ପର୍କ ଅଭିଯାନକୁ ବ୍ୟାପକ କଲେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ରାଜୁ ଘିବେଲା 

ପଦ୍ମପୁର/ନିଳ ଦୀପ- ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ଅଂଚଳରେ ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ବୈଠକ ଓ ପ୍ରଚାର ପ୍ରସାର କରିବାରେ ଲାଗିପଡିଛନ୍ତି ।  ଏଥିରୁ ବାଡ଼ ପଡ଼ିନାହାନ୍ତି ପଦ୍ମପୁର ଅଂଚଳର ଜଣାଶୁଣା ଯୁବ…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ :ମହାମେଂଟରେ ସାମିଲ ହେବନି ବିଜେଡି

ଭୁବନେଶ୍ୱର - କଂଗ୍ରେସ ଓ ବିଜେପି ବିରୁଦ୍ଧରେ ତୃତୀୟ ବିକଳ୍ପ ପାଇଁ ବିଜେଡି କୌଣସି ମହାଗଠବନ୍ଧନରେ ସାମିଲ ହେବ ନାହିଁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ  କଂଗ୍ରେସ ଓ ବିଜେପିଠାରୁ…

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଂଚଳ ମଥୁରା ଓ ଗୋପ   : ସେପଟେ କୃଷ୍ଣଙ୍କ ଲୀଳା ଏପଟେ ମହାରାଜ କଂସଙ୍କ ପ୍ରକୋପ 

ବରଗଡ଼ରୁ  ନୀଳ ଦୀପ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସଜେଇ ହୋଇ ଗଲାଣି ବରଗଡ଼ | ତାରିଖ ବାର ତିଥି ବି ବାହାରି ଗଲାଣି | ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସ କରିବେ ମଥୁରାରେ(ବରଗଡ଼)ରେ ରାଜୁତି | ମହାରାଜ କଂସଙ୍କ ଅଟ୍ଟହାସ୍ୟ ଆଉ ନିର୍ଯାତନାରେ ଥରହର ହେବ ମଥୁରାନଗରୀ | …

ବଲେରୋ ଦୁର୍ଘଟଣାରେ ୮ ଜଣ ଆହତ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ  ରାଞ୍ଚି-ବିଜୟଓ୍ୱାଡ଼ା ରାସ୍ତା ରେଢ଼ାଖୋଲ ରେଳଷ୍ଟେସନ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ୮ ଟା ବେଳ ଏକ ବଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି l ପ୍ରାପ୍ତ ସୂଚନା ମତେ ବୁଧବାର ସୋନପୁର ଜିଲ୍ଲା ତରଭା…

ଆମକୁ ୮ ଲକ୍ଷ ୨୫ହଜାର କୋଟି ଟଙ୍କା ଦିଆଯାଉ : ଉତର-ପୂର୍ବ ଏବଂ ପଶ୍ଚିମ ହିମାଳୟ ପାର୍ବତ୍ୟାଂଚଳ ଭଳି ଅନୁଦାନ ଅନୁପାତ…

ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ଆର୍ଥିକ ସହାୟତା ସୁପାରିଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ୨୦୨୦ ଓ ୨୫ ବର୍ଷ ପାଇଁ ସମୁଦାୟ ୮ ଲକ୍ଷ ୨୪ ହଜାର ୬୪୪ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା…

୧୫ରେ ବଲାଙ୍ଗୀର ଗସ୍ତରେ ଆସିବେ ମୋଦି, ଜାରୀ ହେଲା କାର୍ଯ୍ୟସୂଚୀ

- ସକାଳ ସାଢେ ୯ଟାରେ ଝାରସୁଗୁଡାରେ ପହଂଚି ହେଲିକ୍ୟାପ୍ଟରରେ ଯିବେ ବଲାଙ୍ଗୀର  Bolangir/Niroj Mishra  - ଆସନ୍ତା ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ବଲାଙ୍ଗୀର ଠାର ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ…

ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଦାବି ରଖିଛନ୍ତି : ବିଜେପି

ଭୁୁବନେଶ୍ୱର - ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଆଜି ଅର୍ଥ କମିଶନଙ୍କ ପାଖେ ତାଙ୍କ ଦାବି ରଖିଛନ୍ତି । ନବୀନବାବୁ ତାଙ୍କ ଦାବିରେ ଜିଏସଟି କଥା କହିଛନ୍ତି । ଜିଏସଟି ଲାଗୁ ହେଲା ପରେ ଓଡିଶାର ଟିକସ କଲେକ୍ସନ ୧୫% ବୃଦ୍ଧି ପାଇଛି । ଏକଥା…

ଗରିବ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ…

ଭୁୁବନେଶ୍ୱର - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ସମ୍ବିଧାନ ସଂଶୋଧନ ବିଲ ଗରିବଙ୍କ କଲ୍ୟାଣ ଲାଗି ଏକ ଐତିହାସିକ ପଦକ୍ଷେପ, ଯାହା ସବକା ସାଥ୍- ସବକା ବିକାଶ ନୀତି ପ୍ରତି ସରକାରଙ୍କ…

ର୍ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ : ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଟିଏମସି ସାଂସଦ…

ନୂଆଦିଲ୍ଲୀ/ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଧବାର ନୂଆଦିଲ୍ଲୀ ଠାରେ ପଶ୍ଟିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସୌମିତ୍ର ଖାନ୍ ଏବଂ ତାଙ୍କର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି…