ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  ବିଜ୍ଞାନ ଓ ସମାଜ ମୁଖ୍ୟ ବସ୍ତୁ ଉପରେ ଆଧାରିତ ଜିଲ୍ଲାର ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ…

ଅସହାୟ ହୋଇ ଶେଷରେ ନିଜକୁ ଅନାଥ ଘୋଷଣା କଲେ……

  ଚାଇଲ୍‍ଡ ଲାଇନ ଦ୍ୱାରା ଅନାଥ ବାଳକକୁ ଥଇଥାନ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅସହାୟ ହୋଇ ଶେଷରେ  ଜଣେ ୧୬ ବର୍ଷିୟ ନାବାଳକ ନିଜକୁ ସ୍ୱୟଂ ଅନାଥ ବୋଲି ଘୋଷଣା କରିଛନ୍ତି ଓ ଚାଇଲ୍‍ଡ ଲାଇନ ର ସହାୟତା ଲୋଡିଛନ୍ତି । ସଂପୁର୍ଣ୍ଣ ବିବରଣୀଟି ହେଲା ଗତ ତା. ୨୩.୦୭.୨୦୧୮ରିଖରେ…

ପାରାଦୀପ କର୍ମଚାରୀ ମିଳିତ ମଞ୍ଚର ଷ୍ଟିଭେଡୋର୍ସ  ଆସୋସିଏସନ୍କୁ ଚେତାବନୀ

ପାରାଦୀପ (ଉପେନ୍ଦ୍ର ଗୁରୁ)  ପାରାଦୀପ କର୍ମଚାରୀ  ଶ୍ରମିକ ମିଳିତ ମଞ୍ଚ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ଇତି ମଧ୍ୟରେ ୪ମାସ ବିତିଯାଇଥିଲେ ହେଁ ମଳିଥିବା ପ୍ରତିଶୃତି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ପୁନର୍ବାର କାର୍ଯ୍ୟବନ୍ଦ ଆନେ୍ଦାଳନ ପାଇଁ ଚେତାବନୀ…

ବାଃ ବାଃ ରେ ସରକାରଙ୍କ ଡିଜିଟାଲ ସେବା

• ଅଭିଯୋଗ କରି କରି ହତାଶ  ହେଲେ ବସ୍ତିଙ୍ଗିଆ ବାସି l • ବସ୍ତିଙ୍ଗିଆ ଠାରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି l କନ୍ଧମାଳ/ ଗଗନ କୁମାର ପ୍ରଧାନ : ଏବେ ବି ଡିଜିଟାଲ ସେବା ରୁ  ବଂଚିତ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ | ସୂଚନା ଅନୁସାରେ ୨୦୦୦ ରୁ ଉର୍ଧ ଜନ ସଂଖ୍ୟା କୁ ନେଇ…

ବଦଳିଲେ ଖୁରାନିଆ, ସତ୍ୟଜିତ ମହାନ୍ତି ହେଲେ ଟୁଇନ ସିଟିପୋଲିସ କମିଶନର

  Bhubaneswar(GIRIJA SHANKAR DASH)  ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟ ହେଲେ ବି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ବଦଳାଇ ଦେଇଛନ୍ତି ଦେ୍ୱðତନଗରୀର କସିଶନର ଓ୍ୱାଇ ବି ଖୁରାନିଆଙ୍କୁ । ତାଙ୍କ ସ୍ଥାନରେ ଜଣାଶୁଣା ଦକ୍ଷ ଆଇପିଏସ ଅଫିସର ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(…

ପୁଲିସ ବ୍ୟବହାରରେ ସୁଧାର ନ ଆସିଲେ ଆନ୍ଦୋଳନ  ହେବ – ନଳିନୀ

ଜିଲ୍ଲା ପୁଲିସର ମନମାନୀ  ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ଭେଟିଲା ଏସପିଙ୍କୁ  ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)- ଜିଲ୍ଳା ପୁଲିସର ବ୍ୟବହାର ଦିନକୁ ଦିନ ଅସହ୍ୟ ହେଉଛି । ଅତୀତରେ ଭଦ୍ରକରେ ଘଟିଥିବା ଦଙ୍ଗା ପରବର୍ତ୍ତୀ ସମୟରେ ଜିଲ୍ଲାର କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ବ୍ୟବହାରରେ ବହୁ…

ନିଜ ସ୍କୁଲ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପୁରାତନ ଛାତ୍ର ନେଲେ ଶପଥ 

ଲାଲ ବାହାଦୁର ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ  ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ସ୍ଥିତ ଲାଲବାହାଦୂର ବିଦ୍ୟାପୀଠ ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରଜନିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୋ ସ୍କୁଲର…

ନୂଆପାଲୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା ଶିବିର

  କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ;  କଣ୍ଟାମାଳ ବ୍ଳକ ନୂଆପାଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟଠାରେ ପରିବେଶ ସଚେତନତାକୁ ନେଇ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସମଗ୍ର ଗ୍ରାମ ପରିକ୍ରମା କରିଥିବା ବେଳେ ବିଦ୍ୟାଳୟ ପରିସର…

ନେତାଙ୍କ ପାଇଁ ରୋଷଣୀ  ବାଣଫୁଟି ବାଳକ ଗୁରୁତର,ସହାୟତା ନିବେଦନ

ଯାଜପୁରରୋଡ୍ : ସୁକିନ୍ଦା ବିଧାୟକ ଗତ ୫.୬.୧୮ରେ "ପରୀ' କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାସୋଳ ପଞ୍ଚାୟତର ୧୦ ନଂ ୱାର୍ଡର ମାଙ୍କିଡିଆ ବସ୍ତି ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ବାଣରୋଷଣିର ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି, ସେହି ସମୟରେ ଏକ…

“ଦ ହେଲ୍ପିଙ୍ଗ୍ ଆଏ” ର ବୃକ୍ଷରୋପଣ କାର୍ଯ୍ୟକ୍ରମ : ବିଭିନ୍ନ ସ୍ଥାନରେ ୭୦୦ ଚାରାରୋପଣ କଲା

ଯାଜପୁର/ଜୟଶଙ୍କର ଦାଶ : ସ୍ୱେଚ୍ଛାସେବୀ ସଂଗଠନ “ଦ ହେଲ୍ପିଙ୍ଗ୍ ଆଏ” ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପ୍ରାୟ ସାତ ଶହ ଚାରାରୋପଣ ସଂପୂର୍ଣ୍ଣ କରାଯାଇଛି । ବିଶ୍ୱ ପରିବେଶ ଦିବସ ଜୁନ୍ ୫ ତାରଖରୁ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇ ଜୁଲାଇ ୨୭ରେ ସଂପୂର୍ଣ୍ଣ…