ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଦୋଳୋ ବନ୍ଧ ଉନ୍ନୟନ କମିଟି ଦ୍ୱାରା ଅନୁଷ୍ଠିତ ବିଶ୍ୱ ବିଦିତ କାଳଜୟୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତି ସ୍ଥାନୀୟ ବିବେକାନନ୍ଦ ବୂଟିଙ୍ଗ ପୋଖରି କୂଳଠାରେ ମହାସମାହରରେ ପାଳିତ ହେଇଯାଇଛି । ଆଜି ପୂର୍ବାହ୍ନରେ ପ୍ରାରମ୍ଭରେ ସଭ୍ୟ ବିଚିତ୍ରାନନ୍ଦ …