“ଅନ୍ଧାରରେ ଉଜ୍ଜ୍ଵଳା, ମିଛ ଡିଣ୍ଡିମ ପିଟୁଛି ବିଜେପି”
ସଂସଦରେ ତ ସତ ଜଣ| ପଡିଗଲା, ଓଡିଶାବାସୀଙ୍କୁ ଆସି ଉତ୍ତର ଦିଅନ୍ତୁ ମନ୍ତ୍ରୀ ମହୋଦୟ ସତ କଣ : ପ୍ରତାପ
ଭୁବନେଶ୍ୱର(ଶାପ୍ରବ୍ୟୁ): ଭାରତୀୟ ଜନତା ପାର୍ଟି ନିକଟରେ ଦାବି କରିଛି ଯେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଭାରତର ୫କୋଟି ମହିଳାଙ୍କୁ ଏଲ୍ପିଜି ଗ୍ୟାସ୍ ସଂଯୋଗ ଦିଆଯାଇଛି ।…