ବ୍ଲାକପାନ୍ଥର ସ୍ଳିଲସ୍ ଟ୍ରେନରର୍ସ ଓ  ସାତ୍ଵିକ ସ୍ଳିଲସର ବୃକ୍ଷରୋପଣ

ପ୍ରଦୁଷଣ ମୁକ୍ତ ପରିବେଶ ନିମନ୍ତେ ସାଇକେଲ ଶୋଭାଯାତ୍ରା ବ୍ୟାସନଗର/Subas Nayak  -  ଯାଜପୁରରୋଡ଼ ଅଞ୍ଚଳରେ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରମୀଣ କୌଶଲ ବିକାଶ ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନା ଅନ୍ତର୍ଗତ ବ୍ଲାକପାନ୍ଥର ଓ  ସାତ୍ଵିକ  ସ୍ଳିଲସର ମିଳିତ ପ୍ରଚେଷ୍ଟାରେ ବ୍ୟାସନଗର…

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

  ଯାଜପୁର /ଜୟଶଙ୍କର ଦାଶ: ଯାଜପୁରଜିଲ୍ଲା କୋରାଇ ବ୍ଲକ ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାଇ ବ୍ଲକର ବହୁ ଅଙ୍ଗନୱାଡି କର୍ମୀ ସାମିଲ ହୋଇ ହାତରେ ପ୍ଲା କାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ…

ବିଧାୟକ ବୁଝିଲେ ଚମ୍ପାବତୀଙ୍କ ଦୁଃଖ, ତୁରନ୍ତ ଘର ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ

କଟିଙ୍ଗିଆ ଅଙ୍ଗନବାଡି ଘର ନିର୍ମାଣ ନେଇ ଅଚଳାବସ୍ଥା ଦୂର ହେଲା  କନ୍ଧମାଳ/ ଗଗନ କୁମାର ପ୍ରଧାନ :  କନ୍ଧମାଳ କିଲ୍ଲା ଘୁ.ଉଦୟଗିରି ବ୍ଲକଠାରେ ଘୁ.ଉଦୟଗିରି ବିଧାୟକ ଜାକବ ପ୍ରଧାନ ଆଜି ୧୬ ଜଣଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି | ସଭାସ୍ଥଳକୁ ଆସିଥିବା ଚମ୍ପାବତୀ ନାୟକଙ୍କ…

ତହଁକ କୁଟୁମର ଅନୁରୋଧକ୍ରମେ ସତ୍ୟାଗ୍ରହରୁ ଓହରିଲେ 

ପଦ୍ମପୁର/ ନୀଳ ଦୀପ : ବୁରୋମୁଣ୍ଡା ଠାରେ କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ସପ୍ତମ ଦିନରେ ପହଂଚିଥିଲା । ମାତ୍ର ବଲାଂଗିର ର ସାଂସ୍କୃତିକ ଅନୁଷ୍ଠାନ  ତହଁକ କୁଟୁମର ଅନୁରୋଧ କ୍ରମେ ଆଜି ସାକେତ ଶ୍ରୀଭୂଷଣ ସାହୁ…

ଯୋର ଧରୁଛି ପଶ୍ଚିମ ଓଡ଼ିଶାରେ କ୍ୟାନସର ହସ୍ପିଟାଲ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ଲାଗି  ଆରମ୍ଭ ହେଲା…

  ପଦ୍ମପୁର/ନୀଳ ଦୀପ : ବରଗଡ଼ ଜିଲ୍ଲାରେ ରାଜ୍ୟର ସର୍ବାଧିକ କ୍ୟାନସର ରୋଗି ରହିଥିବା କାରଣରୁ ରାଜ୍ୟରେ ପ୍ରସ୍ତାବିତ ଆଉ ଏକ ନୂତନ ଟାଟା ମେମୋରିୟାଲ କ୍ୟାନସର ଡାକ୍ତରଖାନାକୁ ପଶ୍ଚିମ ଓଡ଼ିଶାରେ ସ୍ଥାପନା କରାଯିବା ପାଇଁ ଅଂଚଳରେ ଦାବି ଯୋର ଧରିଛି ।  ସବୁ ବେଳେ ଆମକୁ କାହିଁକି ମାଗିବାକୁ…

କେମିତି ସଭିଏଁ ପଢିବେ ଆଉ ସଭିଏଁ ବଢିବେ !!!!!

  ଘର ଅଭାବରୁ ପଦ୍ମପୁର ଏନଏସି ର ଆଙ୍ଗନବାଡି ଶିଶୁ ହଟହଟା ପଦ୍ମପୁର/ନୀଳ ଦୀପ : ଶିଶୁ ଏ ଦେଶର ଭବିଷ୍ୟତ  । ଆଉ ଶୈଶବ ପୂର୍ଣ୍ଣାଙ୍ଗ ମଣିଷ ଜୀବନର ପହିିଲି ପାହାଚ  ।  ଶିଶୁ ହୃଷ୍ଟପୁଷ୍ଟ ଆଉ ଆବଶ୍ୟ ଶୈକ୍ଷିକ ପରିବେଶ ପାଇଲେ ତାହାର ସମୁଚିତ ବିକାଶ ହେବା ସଙ୍ଗେସଙ୍ଗେ ସୁସ୍ଥ ନାଗରୀକ ଭାବେ…

   ବଲାଙ୍ଗିରରେ ଉଦ୍ଘାଟିତ ହେଲା ଉନ୍ନତି ଯୋଜନା

ବଲାଙ୍ଗିର(ନିରୋଜ ମିଶ୍ର)  - ନବୀନ ସରକାରଙ୍କ ଉନ୍ନତି ଯୋଜନା କାର୍ଯ୍ୟକ୍ରମରେ ଭଲାଙ୍ଗିର ମ୍ୟନସିପାଲିଟିର  ୱାର୍ଡ ନମ୍ବର ୭ ଜୁନହା ଡିହି ଠାରେ ଶୁଭ ଉଦ୍ଘାଟନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳର ବିଭିନ୍ନ  ୱାର୍ଡର ସର୍ବାଙ୍ଗନ ଉନ୍ନତି ପାଇଁ ୨୫ଲକ୍ଷ ଟଙ୍କା ଦିଆଯିବାର ଯୋଜନା…

  ମା’ ହିଙ୍ଗୁଳାଙ୍କ ପୀଠ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ୍(ସୁବାସ ନାୟକ) : ଚାନ୍ଦମାସ୍ଥିତ ମା' ହିଙ୍ଗୁଳାଙ୍କ ପୀଠ ରାସ୍ତାପାଶ୍ୱର୍ରେ ଯୁବ ସମାଜସେବୀ ସୁରେଶ କୁମାର ହୋତାଙ୍କ ତତ୍ତ୍ୱାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ଏହି କାର୍ଯ୍ୟକ୍ରମ…

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ, ସାହାଣୀ କପ ଚାମ୍ପିୟନ ବଲାଙ୍ଗିର ଫୁଟବଲ ଦଳକୁ ସମ୍ବର୍ଦ୍ଧନା

ସମ୍ମାନିତ ହୋଇଥିବା ଖେଳାଳି ଓ ଅଫିସିଆଲ ମାନେ ହେଲେ ଅଭିମନ୍ୟୁ ପାଣ୍ଡେ - ଅଧିନାୟକ, ଜିତୁ କୁମାର ଦଲାଇ - ଉପ ଅଧିନାୟକ,ଦାମ କବାଟ,ଦେବବ୍ରତ ଦୀପ, ଦେବାର୍ଚ୍ଚନ ବାଗ, ଦେବରାଜ ସା, ଡୋଲାମଣି ମହାକୁର, କିଶୋର ଚନ୍ଦ୍ର ନାଗ, କୁଶ ଜାନୀ, ଲିଙ୍ଗରାଜ ଭୂଏ ,ମେହେତାଜ ମହମ୍ମଦ, ମିଥୁନ ନାଏକ,…

ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

ଯାଜପୁରରୋଡ୍ (ଜୟଶଙ୍କର ଦାଶ ): କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଉପଡାକଘର ପରିସରରେ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଫାଉଣ୍ଡେସନର ସମ୍ପାଦକ ସୌମ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ୭ଟି…