ଗଜପତି ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘର ୪ ଦଫା ଦାବୀକୁ ନେଇ ଧର୍ମଘଟ : ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ୪ ଦଫା ମୁଖ୍ୟ ଦାବୀକୁ ନେଇ ପାରଳାଖେମୁଣ୍ଡି ଠାରେ ଗଜପତି ମୋଟର ଟ୍ରାନସପୋର୍ଟ ଶ୍ରମିକ ସଂଘର ଧର୍ମଘଟ ଆନ୍ଦୋଳନ ଯୋଗୁଁ ଆଜି ସକାଳ ୬ଟା ଠାରୁ ପାରଳାଖେମୁଣ୍ଡି ଠାରେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ…