ରାଉରକେଲା ମହାନଗର ନିଗମ ପକ୍ଷରୁ “ମୋ ବହି ମୋ ସାଥି – Read to Lead” କାର୍ଯ୍ୟକ୍ରମ
ରାଉରକେଲା/Sushanta behera : ମୋ ବହି ମୋ ସାଥି, ଆଗକୁ ବଢିବା ପାଇଁ ପଢିବା ଦରକାର। ପଢିଲେ ବଢିବା। ଏହିପରି କଛି ମୂଳମନ୍ତ୍ର ନେଇ ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇବ୍ରେରୀ ବା ମହାନଗର ପାଠାଗାରରେ “ମୋ ବହି ମୋ ସାଥି – Read to Lead”…