ବିଜୁ ଯୁବବାହିନୀ ପକ୍ଷରୁ ବୃକ୍ଷରୋଣ କାର୍ଯ୍ୟକ୍ରମ

  ବୌଦ୍ଧ (ସିମୁନ୍ ନାଏକ) ; ବନବିଭାଗ ପକ୍ଷରୁ ଗ୍ରୀନ ମହାନଦୀ ମିଶନ କାର୍ଯ୍ୟକ୍ରମ ରାମଗଡରୁ ଆରମ୍ଭ ହୋଇଥରବାରୁ ଉକ୍ତ ଅଂଚଳରେ ବୃକ୍ଷରୋପଣ ଉପରେ ବିଶେଷ ପ୍ରଭାବ ପକାଇଥିବା ଜଣାଯାଇଛି । ୭୨ ତମ ସ୍ୱାଧିନତା ଦିବସରେ ରାମଗଡବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମହାସମାରୋହରେ ପାରଦୀପରେ ପାଳିତ ହେଲା ୭୨ତମ ସ୍ୱାଧିନତା ଦିବସ 

ପାରାଦୀପ (ଉପେନ୍ଦ୍ର ଗୁରୁ) ପାରାଦୀପ ସହରରେ ବିଭିନ୍ନ ଅନୁସରଗଣ , ସ୍କୁଲ ଓ କଲେଜ ଗୁଡିକରେ ୭୨ତମ ସ୍ୱାଧୀନତା ଦିବସ ରାଜ୍ୟବ୍ୟାପି ମହାସମାରୋହରେ ପାଳନ କରାଯାଉଥିବା ବେଳେ ପାରଦୀପ ସହରରେ ଥିବା ପାରଦୀପ ପୋର୍ଟ ବଣିକ ସଂଘ ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଂଘ ଏବଂ ଜଗତସିଂହପୁର ଜିଲ୍ଲା…

ପାରଦୀପ ପୌରପାଳିକା ତରଫରୁ ୭୨ତମ ସ୍ୱାଧିନତା ଦିବସ ପାଳିତ

ପାରଦୀପ :  ୭୨ତମ ସ୍ୱାଧୀନତା ଦିବସ ରାଜ୍ୟବ୍ୟାପି ମହାସମାରୋହରେ ପାଳିତ ହୋଇଥିବା ବେଳେ ପାରଦପ ପୌରପାଳିକରେ ଧୁମ୍ ଧାମରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏହାକୁ  ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ୱାଳ ଜାତୀୟ ପତକା ଉତ୍ତୋଳନ କରିଥିଲୋ । ଏଥିରେ କାର୍ଯ୍ୟନିର୍ବାହୀ…

ପାରାଦୀପ ବନ୍ଦର ତରଫରୁ ୭୨ତମ ସ୍ୱାଧିନତା ଦିବସ ପାଳନ

ପାରଦୀପ(ଉପେନ୍ଦ୍ର ଗୁରୁ)  ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ପାରଦୀପ ବନ୍ଦର ପ୍ରଶାସନ ତରଫରୁ  ୭୨ତମ ସ୍ୱାଧିନତା ଦିବସ  ପାଳନ କରାଯାଇଥିଲା ।  ଏଥିରେ ପାରଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ଜାତୀୟ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡ ଉସôବରେ ବନ୍ଦରର…

ପାରାଦୀପ ରିଫାଇନାରୀ ପରିସରରେ ସ୍ୱାଧିନତା ଦିବସ ପାଳିତ

  ପାରଦୀପ (ଉପେନ୍ଦ୍ର ଗୁରୁ) ପାରାଦୀପ ରିଫାଇନାରୀରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରଦୀପ ରିଫାଇନାରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ  (ପ୍ରଭାରୀ) ଶ୍ରୀ ଜି.ଏସ୍.ସିଂ ରିଫାଇନାରୀର କ୍ରିଡା ପରିସରରେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏଥିରେ ସିଆଇଏସ୍ଏଫ୍,…

ଶରଶଯ୍ୟା ସାରି ବାହୁଡ଼ିଗଲେ ଦେବବ୍ରତ : ଭାରତୀୟ ରାଜନୀତିର ପିତାମହ  ଭୀଷ୍ମ 

ରାଜନୀତିର  ଶରଶଯ୍ୟା  ଶେଷ କରି ବାହୁଡ଼ି ଯାଇଛନ୍ତି ଦେବବ୍ରତ ....ଭାରତୀୟ ରାଜନୀତୀର ପିତାମହ ଭୀଷ୍ମ  ଅଟଳ ବିହାରୀ ବାଜପାୟୀ ଜୀ ` | ସମସ୍ତଙ୍କୁ ଶୋକସାଗରରେ ଭସାଇ ସମସ୍ତଙ୍କ ହୃଦୟରେ ଏକ ଅପୁରନୀୟ ରିକ୍ତ ସ୍ଥାନ ସୃଷ୍ଟି କରି ଚାଲିଗଲେ ଆର ପାରିକୁ ..ଅଫେରା ଇଲାକାକୁ |  ଭାରତୀୟ ରାଜନୀତିରେ…

କେରଳର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଓଡିଶାର ୫କୋଟି ସହାୟତା ଘୋଷଣା

  ଭୁବନେଶ୍ୱର : କେରଳର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସହାୟତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫କୋଟିର ସହାୟତା ଘୋଷଣା କରିଛନ୍ତି |   ଓଡିଶା ର ମୁଖ୍ୟମନ୍ତ୍ରୀ ଆଜି ଆମ ଗାଓଁ ଆମ ବିକାଶ କାର୍ଯ୍ୟକ୍ରମରେ ୬ଟି ବ୍ଲକ ର ୬ ଟି ପଂଚାୟତ ପାଇଁ ୧୭.୫୮ କୋଟି ମଂଜୁର କରିଛନ୍ତି | 

 ସାଂସଦଙ୍କ ଦାବି ପରେ ରାଜେନ୍ଦ୍ର କଲେଜରେ  ଖୋଲିଲା ସଂସ୍କୃତ ଓ ଗଣିତରେ ପିଜି ପାଠ୍ୟକ୍ରମ

ବଲାଙ୍ଗିର (ନିରୋଜ ମିଶ୍ର )    ଶ୍ୱୟଂଶାସିତ ରାଜେନ୍ଦ୍ର ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଗତ ଜୁଲାଇ ୧୫ ତାରିଖରେ ମହାବିଦ୍ୟାଳୟ ପରିସର ରେ ବୁଦ୍ଧିଜୀବି ଏବଂ ଆଲୁମିନି କମିଟି ସମେତ କଲେଜର ଅଧ୍ୟକ୍ଷ ବିନୟ ଜେନା ଙ୍କ ସହ ଆଲୋଚନା ହୋଇଥିଲା । ଏହି ସଭାରେ ମହାବିଦ୍ୟାଳୟର ବିଭିନ୍ନ…

ନେତା ଭିତରେ ସାଧାରଣ ଜନତା ଆପଣାର ସ୍ୱପ୍ନ ଓ ଆଶାର ପ୍ରତିଫଳନ ଦେଖନ୍ତି 

ଯାଜପୁର,(ଜୟଶଙ୍କର ଦାଶ) :  ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଶକ୍ତି ବଳରେ କେହି ନେତା ହୋଇ ଯାଏନାହିଁ । ନେତାଙ୍କ ବ୍ୟକ୍ତିତ୍ୱ ହିଁ ସାଧାରଣ ଲୋକଙ୍କ ଚେତନାରେ ଛାପ ଛାଡିଦିଏ । ସେମାନେ ନେତା ହାତରେ ସାମୁହିକ ଜୀବନର ନେତୃତ୍ୱ ସମର୍ପି ଦେଇ ନିଶ୍ଚିନ୍ତରେ ନିଦ୍ରା ଯାଅନ୍ତି ଏବଂ ସାମୁହିକ…

ବଲାଙ୍ଗୀର ଜିଲ୍ଲାସ୍ତରୀୟ  ସ୍ୱାଧୀନତା ଦିବସ

ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗୀରରେ ପାଳିତ  ହୋଇଯାଇଛି ୭୨ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ | ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ | ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସ୍ପିଙ୍କ ସମେତ ଜିଲ୍ଲା ସ୍ତରୀୟ…