ଲଙ୍କା ପୁରୀ କେଉଁଟା, ଆଉ ରାବଣ କିଏ ?
"ମୁଁ ମୋଦିଙ୍କ ହନୁମାନ, ମୋ ଲାଗୁଡ଼ରେ ନିଆଁ ଲଗାଇବାର ସାହସ କରନି" : ଧର୍ମେନ୍ଦ୍ର
Bhubaneswar : ମୁଁ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ । ମୋ ଲାଙ୍ଗୁଡରେ ନିଆଁ ଲଗାଇବାକୁ ପ୍ରୟାସ କରାନଯାଉ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ବା ବିଜେଡ଼ିକୁ…