ଭଦ୍ରକରେ ଉଜ୍ୱଳା ଲାଭାର୍ଥୀ ମହିଳା ସମ୍ମିଳନୀ: ରାଜ୍ୟରେ ଭଦ୍ରକ ଜିଲ୍ଲା ପ୍ରଥମ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) - ଆଜି ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଚରମ୍ପା ଅଗ୍ରସେନ ଭବନ ଠାରେ ଉଜ୍ୱଳା ଲାଭାର୍ଥୀ ମହିଳା ସମ୍ମିଳନୀ (ଉଜ୍ୱଲା କି ରଷୋଇ) କାର୍ଯ୍ୟକ୍ରମ ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।…