ମୁହଁ ଲୁଚାଇ ଗାଡି ଭିତରେ ବସି ରହିଥିଲେ ଯୋଗେନ୍ଦ୍ର
ବଲାଙ୍ଗିର(ନୀରୋଜ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଏବଂ ଲୋଇସିଂହା ବ୍ଲକର ସୀମା ଅଂଚଳରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସ୍ଥାନୀୟ ଚାଷୀ ଓ କଂଗ୍ରେସ କର୍ମୀମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏ ଅଂଚଳର ଚାଷୀମାନେ ମରୁଡି ଜନିତ କ୍ଷୟକ୍ଷତିର…