ଇଓଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଚେତାବନୀ
ଝାରସୁଗୁଡା, ୧୩/୨: ଝାରସୁଗୁଡାର ଏକ ଘରୋଇ ହୋଟେଲରେ ପୂର୍ବାହ୍ନ ୧୧ଟାରେ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ଏବଂ ଝାରସୁଗୁଡା ପୌର ପରିଷଦ ପକ୍ଷରୁ ଏକ ସଂଯୁକ୍ତ ପ୍ରେସ ମିଟ୍ ଆୟୋଜିତ ହୋଇଥିଲା। ପ୍ରେସ ମିଟ୍ରେ ପୌରାଧକ୍ଷା ଇଓଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଅନାବଶ୍ୟକ ଭାବେ ଦସ୍ତଖତ…