“ପଲ୍ଲୀର ପ୍ରତିଭାକୁ ଲୋକ ଲୋଚନାକୁ ଆଣିବା ପଲ୍ଲିଶ୍ରୀ ମେଳାର ଉଦ୍ଦେଶ୍ୟ”

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ନୂଆପଡ଼ା,(ଅମିତ କୁମାର ପୁରୋହିତ): ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ତରଫରୁ ଆଜି ସନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି । ଏ.ଡି.ଏମ ସୀତାରାମ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ…

ଟ୍ରେନ ଲାଇନ ଦୋହରୀକରଣ, ବ୍ଲାଷ୍ଟିଂ ପଥର ଛିଟକାରେ ଜଣେ ଗୁରୁତର

ନୂଆପଡ଼ା(ଅମିତ କୁମାର ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରଲିବାହାଲି ଗାଁ ନିକଟରେ ଟ୍ରେନ ଲାଇନ ଦୋହରୀ କରଣରେ ବ୍ଲାଷ୍ଟିଂ ପଥରରେ ଜଣ ବାଟୋଇ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଲଖନାର ଅବଦୁଲ୍ଲା ହୁସେନ(୩୬) ।    ଆଜି ଅପରାହ୍ନରେ ଅବଦୁଲ୍ଲା ନିଜ ମୋଟର ସାଇକେଲରେ…

ଦାଇଁଲୋ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ, ପଞ୍ଚାୟତର ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା 

ତିର୍ତ୍ତୋଲ /ପାରାଦ୍ବୀପ:ରମେଶ ମହାନ୍ତି-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ହନୁମାନ ମନ୍ଦିର ନିକଟରେ ତୃତୀୟ ପର୍ଯ୍ୟାୟ (ଶେଷ)ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଉପସ୍ଥିତ ଲୋକମାନଙ୍କୁ ପାଲା ଜରିଆରେ ସଚେତନ…

ନୀରଜ କୁନ୍ଦନ ଏନଏସୟୁଆଇର ରାଷ୍ଟ୍ରୀୟ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଫାୟାରବ୍ରାଣ୍ଡ ଛାତ୍ରନେତା ନୀରଜ କୁନ୍ଦନ ଏନଏସୟୁଆଇ ବା ଅଖିଳ ଭାରତ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି |  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୁନ୍ଦନଙ୍କର ଏହି ନୂତନ ନିଯୁକ୍ତିକୁ ଅନୁମୋଦନ କରିଥିବା ବିଷୟ ଦଳର ମହାସଚିବ କେ ସି ବେଣୁଗୋପାଳ ଏକ…

ବନ୍ଧା ହୋଇ ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ

ରାଉରକେଲାର ଏକ ହୋଟେଲରୁ କାବୁ କଲା ପାଇକମାଲ ପୋଲିସ ବରଗଡ :- ପାଇକମାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଧବଳେଶ୍ବର ସାହୁଙ୍କର ନାମରେ ଗତ କିଛି ଦିନ ତଳେ ଜଣେ ମହିଳା ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ଏ ନେଇ ପାଇକମାଲ ଥାନାରେ କେଶ ନ 19/2019 ରୁଜୁ ହେବା ପରେ ଅଭିଯୁକ୍ତ ସରପଞ୍ଚ ପାଇକମାଲ…

ରାୟଗଡା ପୋଲିସ ଖାପଚରେ ଚାରି ଜଣିଆ ଲୁଟେରା ଗ୍ୟାଙ୍ଗ  

ରାୟଗଡାରୁ ସରୋଜ କୁମାର ସାହୁ:  ୪ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ପୋଲିସ । ଏହି ଲୁଟେରା ଗ୍ୟାଙ୍ଗରେ ୨ଜଣ ମହିଳା ଓ ୨ଜଣ ପୁରୁଷ ରହିଥିବା ବେଳେ ଏମାନଙ୍କ ଲୁଟ କରିବାର ତରିକା ଅଲଗା । ଏହି ଲୁଟ ଗ୍ୟାଙ୍ଗର ମହିଳାମାନେ ଲୋକଙ୍କୁ ବିଭିନ୍ନ ଶାରିରୀକ…

ଘୁ ଉଦୟଗିରି ନାମ ବଦଳାଇ କେ ଉଦୟଗିରି କରାଯାଉ 

ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ  ଯାହା କି ସମଗ୍ର ଜ଼ିଲ୍ଲା ର କେନ୍ଦ୍ର ସ୍ଥଳି କହିଲେ ଅତ୍ୟୁକ୍ତି ହେବ ନାହିଁ |  ଶହ ଶହ ବର୍ଷ ପରେ ଘୁମୁସର ଉଦୟଗିରି ର ନାମ ପରିବର୍ତ୍ତନ କରି କନ୍ଧମାଳ ଉଦୟଗିରି ନାମକରଣ ପାଇଁ ଅଞ୍ଚଳବାସୀ…

ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି 

 ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରିଠାରେ କୁଇ ଭାଷାଭାଷୀ, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଦେବା ସହ ଭାଇ ଚାରା ବଜାୟ ରଖିବା ପାଇଁ ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି ହୋଇଛି |  ଘୁ.ଉଦୟଗିରି ବ୍ଲକରେ ବହୁଳ ସଂକ୍ଷକ କୁଇ ଭାଷାଭାଷୀ ବସବାସ…

ସୀମା ନାୟକ ଓ କେ ମାଧବୀ ହେଲେ ବିଜେଡି ମହିଳା ଆଇଟି ସେଲ ସଂଯୋଜିକା 

ଭୁବନେଶ୍ୱର: ବ୍ରହ୍ମପୁରର ପୂର୍ବତନ ମେୟର କେ ମାଧବୀ ଓ ଭୁବନେଶ୍ୱରର ଲୋକପ୍ରିୟ ପୂର୍ବତନ କର୍ପୋରେଟର ସୀମା ନାୟକଙ୍କ ସମେତ ୫ ଜଣଙ୍କୁ ବିଜୁ ଜନତା ଦଳ ମହିଳା ଆଇଟି ସେଲ ସଂଯୋଜିକା ଭାବେ ନିଯୁକ୍ତି ମିଳିଛି |  ବିଜୁ ଜନତା ଦଳ ଆଇଟି ୱିଙ୍ଗ ମୁଖ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ…

ଆନ୍ତରିକତା କମ୍‍, ରାଜନୀତି ବେଶୀ

କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ଧୋକ୍କା ଭୁବନେଶ୍ୱର(ମାନସୀ ମିଶ୍ର): ପ୍ରସ୍ତାବିତ କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ତତ୍କାଳୀନ  କେନ୍ଦ୍ର ସଡ଼କ, ପରିବହନ, ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ…