ଭାଗ୍ୟ ବି କିନ୍ନରଙ୍କ ସାଥିରେ ନାହିଁ
ଯାଜପୁର: ଯାଜପୁର ଷ୍ଟେସନ୍ ରେ ଟ୍ରେନ୍ ରେ ଗୋଡ କଟି ଆହତ ହୋଇଥିବା କିନ୍ନରଙ୍କୁ କଟକ ସ୍ଥାନାନ୍ତର ବେଳେ ସାହାପୁର ବ୍ରିଜ୍ ପାଖରେ ଆମ୍ବୁଲାନ୍ସ ଖରାପ .. ଦୀର୍ଘ ୩ ଘଣ୍ଟା ପରେ ଆସିଲା ଆଉ ଏକ ଆମ୍ବୁଲାନ୍ସ ।
ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଖସି ପଡି ଜଣେ କିନ୍ନର ଗୁରୁତର…