ସାନ୍ଦିପନି ଶିଶୁ ବିକାଶ କେନ୍ଦ୍ରର ବିଦ୍ୟାଳୟ ସ୍ତରୀୟ ଦ୍ଵିତୀୟ ବାର୍ଷିକ ବିଜ୍ଞାନମେଳା।
କାକଟପୁର ୧୪/୧୨ କାକଟପୁର ବ୍ଳକ ମଧ୍ୟରେ ଗଢ଼ିଉଠିଥିବା ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରୁ କଣ୍ଟାପଡ଼ା ଗ୍ରାମପଞ୍ଚାୟତ ସ୍ଥିତ ଗମ୍ଭାରୀପଦା ଗ୍ରାମରେ ପ୍ରତିଷ୍ଠାଲାଭ କରିଥିବା ସାନ୍ଦିପନୀ ଶିଶୁ ବିକାଶ କେନ୍ଦ୍ର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ। ଏହାର ଶୈକ୍ଷିକ ପରିବେଶ…