ନୀଳବର୍ଣ ଶୃଗାଳମାନଙ୍କ ମୁହଁରେ ପାଣି ପଡି ଅସଲ ଚେହେରା ଆଜି ପଦାକୁ ଆସିଛି-ଧର୍ମେନ୍ଦ୍ର
ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ବିଜେଡି ବିଧାୟକଙ୍କ ଖରାପ ବ୍ୟବହାର ପ୍ରସଙ୍ଗ
ଭୁବନେଶ୍ୱର, -ରାଜ୍ୟ ମହିଳା କମିଶନ ସଦସ୍ୟା ନିଜକୁ ଅସହାୟ ମନେକରି ନବୀନ ନିବାସ ଯିବା ଘଟଣା ରାଜ୍ୟ ପାଇଁଏକ ବିଡମ୍ବନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଘଟିଥିବା ଏପରି…