କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ

କୁଚିଣ୍ଡା/ ଶାନ୍ତନୁ ବେହେରା  ଆଜିି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ଏଠାରେ ମୂଖ୍ୟ ଅତିଥି ଭାବରେ ସାଂସଦ ପ୍ରତାପ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଉପସ୍ଥିତ ଥିଲେ।

ନିଖୋଜ ଛାତ୍ରକୁ ନେଇ ଚାଲିଥିବା ୩ଦିନର ଉତେଜନା ସମାପ୍ତ/ବରଗଡରୁ ମଳିଳା ନିଖୋଜ ଛାତ୍ର

ପଦ୍ମପୁର,(ନୀଳ ଦୀପ) - ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ  ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ  ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ତିନି ଦିନ ଧରି ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଛି…

ପଦ୍ମପୁର ଅଂଚଳର କପସିରଫ ମୁଖ୍ୟ ବ୍ୟବସାୟୀ ଗିରଫ/ ବୁଡେନ ପୋଲିସର ଏକ ସଫଳତା

ପଦ୍ମପୁର / ନୀଳ ଦୀପ - ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଡେନ ଥାନାଠାରେ ପୋଲିସ ପଦ୍ମପୁର ଅଂଚଳର ମୁଖ୍ୟ ନିସା ବ୍ୟବସାୟୀ  ତଥା ଦୁର୍ଦାନ୍ତ ଅପରାଧି ଲକ୍ଷ୍ମୀ ନାରାୟଣ ଅଗ୍ରୱାଲକୁ ଧରିବାରେ ସଫଳ ହୋଇଛି । ଏ ସଂକ୍ରାନ୍ତରେ ପଦ୍ମପୁର ଏସଡିପିଓ ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ…

ପଦ୍ମପୁରରେ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦସ୍ତଖତ ଅଭିଯାନ

ପଦ୍ମପୁର,(ନୀଳ ଦୀପ )-  ବରଗଡ ଜିଲ୍ଲା ପଦ୍ମପୁର ଠାରେ ଏକ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ଦାବୀରେ  ଯୁବ ସଙ୍ଗଠନ ବୋଡାସମ୍ବର ୟୁବାସେନା ଆନୁକୁଲ୍ୟରେ ଶନିବାର ଦିନ ସ୍ଥାନୀୟ ଥାନାଛକଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ  ହୋଇଯାଇଛି  । ପଦ୍ମପୁରରୁ ଜିଲ୍ଲାର ସଦର ମହକୁମା ବରଗଡକୁ ଯିବା ପାଇଁ ୮୦…

ୱାର୍ଡ କମିଟି ସହିତ ୱାର୍ଡକୁ ଜନସଂପର୍କ ପଦଯାତ୍ରା , ଘରେ ଘରେ ପହଞ୍ଚାଇବେ ନବୀନଙ୍କ ବାର୍ତ୍ତା

ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଭୁବନେଶ୍ୱର,: ଚଳିତ ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ବିଜେଡିରେ ଯୋଗ ଦେବେ ନବ !!!!!!!!!

Jharsuguda/ Bhubaneswar  : କଂଗ୍ରେସ କାର୍ଯ୍ୟକାରି ସଭାପତି  ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ଏବେ ଜିଲ୍ଲାରେ ଜୋରଦାର ଚର୍ଚ୍ଚା |  ନିର୍ବାଚନର କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଗଲାପରି ସେ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି |…

ସରିଲା କାର୍ଯ୍ୟକାଳ, ବିଭିନ୍ନ ପୌର ସଂସ୍ଥାରେ ନିଯୁକ୍ତ ହେଲେ ପ୍ରଶାସକ 

ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) : ସେପ୍ଟେମ୍ବର ୨୯ ତାରିଖରେ ୫ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଲେ ଏଠି ପାଇଁ ନିର୍ବାଚନ ହୋଇ ପରି ନଥିବା ଯୋଗୁ ବିଭିନ୍ନ  ମହାନଗର ନିଗମ, ମୁନିସିପାଲିଟି, ଆଉ ଏନଏସି ପାଇଁ ପ୍ରଶାସକ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ୧୯୫୦ ପୌର ଆଇନ ଧାରା…

ଭୋପାଳରୁ ଓଡିଶା ମୁହାଁ ସିବିଆଇ,ଟାର୍ଗେଟରେ କିଛି ରାଜନେତା ଓ ଅଫିସର

ଭୁବନେଶ୍ବର : କିଛି ଦିନ ନିରବ ରହିବା ପରେ ପୁଣି ନିଦରୁ ଉଠି ମାତିଛି ସିବିଆଇ | ଭୋଟ ପାଖେଇ ଆସିଥିବା ବେଳେ, ଏବେ ସିବିଆଇ ତାର ଫୁଲ ଦମ ଲଗାଇ କାମ ଦେଖାଇବାକୁ ଯାଉଛି | ଟାର୍ଗେଟ ଯଦିଓ ଓଡିଶା, ତଥାପି ନାଟକର ପ୍ରଥମ ଦୃଶ୍ୟ ଆରମ୍ଭ ହୋଇଛି ଭୋପାଳରୁ | ଭୋପାଳରୁ  ନିରମଲ ଇନଫ୍ରା ହୋମ…

ଦିବାଲୋକରେ ଡକାୟତି l

କାଳିଆପାଣିରୁ ଦୟାନିଧି ମହାନ୍ତ : ଆଜି ଦିନ ସାଢେ ଏଗାରଟା ସମୟରେ ଯାଜପୁର ଏବଂ ଢେଙ୍କାନାଳ ସୀମାନ୍ତ ଗ୍ରାମ ଖରଖରି ଗାଁ ର ଶ୍ରୀ ମୁରଲୀ ମହାନ୍ତ ଏବଂ ଦୁର୍ୟୋଧନ ମହାନ୍ତ ଙ୍କ ଘରୁ ଡକାୟତି ହୋଇ ଯାଇଛି l ମୁରଲୀ ମହାନ୍ତ ଙ୍କ ଘରୁ ଗୋଟିଏ ସୁନା ହାର ଓ ଦଶହଜାର ଟଙ୍କା ନେଇ ଯାଇଥିବା ବେଳେ…

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା, ବଡ଼ବିଲ ପ୍ରେସ କ୍ଲବ  ପକ୍ଷରୁ ନିନ୍ଦା । 

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ବଡ଼ବିଲ(ଚିତ୍ତରଞ୍ଜନ କର) : ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୋଲିସର ଅମାନୁଷିକ ଆକ୍ରମଣର ଘୋର ନିନ୍ଦା କରାଯିବା ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ବିଲ ପ୍ରେସ କ୍ଲବ ତରଫରୁ ଦାବୀ…