ଶିଶୁ ଉଦ୍ୟାନରେ ବିଜୁ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ
ବଲାଙ୍ଗିର : ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟଙ୍କ ୧୦୩ ତମ ବିଜୁ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ଜିଲା ବିଜୁ ଜନତା ଦଳର ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମେ ଶିଶୁ ଉଦ୍ୟାନ ଠାରେ ଥିବା ବିଜୁବାବୁଙ୍କ…