ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଖାପଚରେ ଆରଆଇ 

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ  : ଆଜି ଭିଜିଲାନ୍ସ ଖାପଚ ରେ ପଡ଼ି଼ଛନ୍ତି ଜଣେ ଲାଞ୍ଚୁଆ ଆରଆଇ | ଜଣେ ଲୋକ ଠାରୁ ୮୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ ହାଣ୍ଡ ଧରିଛି | ଅଭିଯୁକ୍ତ ଆରଆଇଙ୍କ ନାମ  ସୁଧୀର ନାଏକ | ଡୁମାବାହଲ ଆର ଆଇ ଥିବା ସୁଧୀର ଜମି ବାଡ଼ି ଇନକ୍ୱାରୀ…

ଶୁଭାରମ୍ଭ ହେଲା “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ

ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ  ବାଲେଶ୍ୱର,(ଉଜ୍ଜ୍ୱଳ କର) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ ହୋଇ ଯାଇଛି । ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ…

ଧର୍ମେନ୍ଦ୍ର ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲା ବାଲେଶ୍ୱର ବିଜେପି 

  ପ୍ରଶାନ୍ତି ଓ ହଳଦିଆ ଏକ୍ସପ୍ରେସ ବାଲେଶ୍ୱରେ ରହଣି ଦାବି ହେଲା ପୁରଣ ବାଲେଶ୍ୱର,(ଉଜ୍ଜ୍ୱଳ କର ): ବହୁ ପ୍ରତୀକ୍ଷିତ ଶ୍ରୀ ସତ୍ୟସାଇ ପ୍ରଶାନ୍ତି ନିଲାୟମ-ହାୱଡା ଏକ୍ସପ୍ରେସ, ହଳଦିଆ-ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଓ ପୁରୁଳିଆ-ଭିଲ୍ଲୁପୁରମ ଏକ୍ସପ୍ରେସ ବାଲେଶ୍ୱରରେ ରହଣି ଦାବିକୁ…

 ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ 

ନୂଆପଡ଼ା:  ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ…

ବିଜେଡ଼ିକୁ ଜୋରସା ଝଟକା ଧୀରେ ସେ…..

ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ  ନୂଆପଡ଼ା(ଅମିତ ପୁରୋହିତ) :  ସ୍ଥାନୀୟ ପୁଲିସ ପଡିଆ ରଙ୍ଗ ମଚଂରେ ବିଜେପିର ମିଶ୍ରଣ ପର୍ବ ରେ ନୂଆପଡ଼ା ଜିଲ୍ଲା ବିଜେଡି ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲା ଓଳିଲ ସଂଘ ସଭାପତି ପ୍ରଶନ୍ନ କୁମାର ପାଢୀ…

 ଆଜାଦ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ: ବୁଢିମାଲ ଦଳ ଚଂପିଆନ

ମେଲଛାମୁଣ୍ଡା-(ମନୋଜ କୁମାର ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲସ୍ଥିତ ଆଜାଦ କ୍ଳବ ଆନୁକୁଲ୍ୟରେ ରବିବାର ଦିନରୁ ଆରମ୍ଭ ହୋଇଥିବା ପ୍ରଥମ ଆଜାଦ କପ କ୍ରିକେଟ ଟୁର୍ଣ୍ଣମେଂଟ - ୨୦୧୯ ମଙ୍ଗଲବାର ଦିନ ସଂଧ୍ୟାରେ ଉଦଯାପିିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପଦ୍ମପୁର…

ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ଉତ୍ତେଜନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ

ସମ୍ପୃକ୍ତ ଅଧିକାରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ସହ ପରିବାରକୁ ସହାୟତା ପ୍ରଦାନର ଦାବି ୨.୫ଲକ୍ଷର ସହାୟତା ଘୋଷଣା ପରେ ଅବରୋଧ ହଟିଥିଲା ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ବିଦ୍ୟାଳୟ ଉପରେ ପଡ଼ିଛି…

ପଞ୍ଚାୟତିରାଜ ଦିବସ ସହ ବିଜୁ ବାବୁଙ୍କ ୧୦୩ ତମ ଜନ୍ମ ଦିବସ ପାଳିତ

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତିରାଜ ଦିବସ ସହ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୩ ତମ ଜନ୍ମ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକତାରେ…

 ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ସଚେତନତା ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ): ପାରଳାଖେମୁଣ୍ଡି ସ୍ଥିତ ସାଏଲାମ କଲ୍ୟାଣ ମଣ୍ଡପ ସାମନାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସମେତ ଯୋଜନାର ଉଦ୍‍ଘାଟନର ସିଧାପ୍ରସାରଣ ପ୍ରଦର୍ଶନ…

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ…