ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପାର୍ଶ୍ଵାଞ୍ଚଳ ଗ୍ରାମର ହାଇସ୍କୁଲ ଓ ଏମଇ ସ୍କୁଲର ୪୬୮ ଜଣ ବିଦ୍ୟାର୍ଥୀଙ୍କୁ…

ରାଉରକେଲା(ସୁଶାନ୍ତ ବେହେରା) ରାଉରକେଲା ଇସ୍ପାତ କାରଖାନା ଏହାର କର୍ପୋରେଟ ସାମାଜିକ ଦାୟିତ୍ଵ ଅନ୍ତର୍ଗତ ପାର୍ଶ୍ଵାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁରସ୍କାର ଯୋଜନା ଏବଂ ମେଧାବୃତ୍ତି ମାଧ୍ୟମରେ ଅଧ୍ୟୟନରେ ଉତ୍କର୍ଷତା ହାସଲ ନିମନ୍ତେ ପ୍ରୋତ୍ସାହିତ କରୁଛି। ଏହି କ୍ରମରେ ୨୦୧୫-୧୬…

 ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ

 ଟିଟିଲାଗଡ଼/Sunil Behera . ଟିଟିଲାଗଡ଼ ସ୍ଥାନୀୟ ପୈାରପରିଷଦ କଲ୍ୟାଣ ମଣ୍ଡପ ଠାରେ ସକାଳ ୯ଘଣ୍ଟା ସମୟରେ ମାହାତ୍ମାଗାନ୍ଧୀ ତଥା ଲାଲ୍ ବାହାଦୁର ଶାସ୍ତ୍ରୀଜୀଙ୍କ ପବିତ୍ର ଜନ୍ମତିଥି ୨୦୧୮ରେ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟିକା ଟୁକୁନି…

 ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା : ସାମ୍ବାଦିକ ସୁରକ୍ଷା ଆଇନ ଦାବୀ

ଟିଟିଲାଗଡ଼(ସୁନୀଲ ବେହେରା) :  ଦିନକୁ  ଦିନ ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଦୁର୍ନିତ ଓ ଅନୈତିକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିଲେ ପ୍ରତିହିଂସା ପରାୟଣ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଭାବଶାଳୀ ଓ ଅସାମାଜିକ ବ୍ୟକ୍ତି ମାନେ ନିଷ୍ଠୁର  ଭାବେ ଦମନ…

ରାଜବୋଡାସମ୍ବର ବ୍ଳକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ।

ପଦ୍ମପୁର/nila deep : ରାଜବୋଡାସମ୍ବର କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ…

ଇଏ କି ନିଷ୍ଠୁରତା :  ଶିକ୍ଷୟିତ୍ରୀ ମାଇଲେ ଏମିତି ମାଡ, ଭାଙ୍ଗି ପକେଇଲେ ପଞ୍ଜରା ହାଡ ! 

  ଶିକ୍ଷୟତ୍ରୀଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରର ପଞ୍ଜରା ହାଡ଼ ଭାଙ୍ଗିଲା : ଅଭିଭାବକଙ୍କ ଥାନାରେ ଅଭିଯୋଗ ଯୋଡ଼ା(chittaranjan Kar) : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ସେଣ୍ଟ ଟେରେସା ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ସ୍ୱାତୀ ବିଶ୍ୱାସଙ୍କ ନାମରେ ଏପରି ଅଭିଯୋଗ ଆଣିଛନ୍ତି ପୀଡିତ…

ଦଧୀଚିର ଚତୁର୍ଥ ବାର୍ଷିକରେ ସମ୍ମାନୀତ ସନାତନ ,କଳିଙ୍ଗନଗର ପାଇଁ ଗୈାରବ

ଡୁବୁରି(ଶାସକ ପ୍ରଶାସକ) :କଳିଙ୍ଗନଗର ଶିଳ୍ପାଂଚଳସ୍ଥିତ ରଙ୍ଗାହୁଡି ଗ୍ରାମର ସ୍ୱର୍ଗତ ଯଦୁମଣି ମହାନ୍ତଙ୍କ ପୁଅ ସନାତନ ମହାନ୍ତ(୫୧)ଙ୍କୁ ଶନିବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଥିବା ମହୋତ୍ସବରେ  ଦଧୀଚି ସମ୍ମାନରେ ସମ୍ମାନୀତ କରାଯାଇଛି । ଶେଷ ପର୍ଯ୍ୟାୟରେ ସରକାରୀ ଦଳର…

କହିବା କାହାକୁ ଶୁଣିବ କିଏ: ବ୍ୟାସନଗର ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ :ବର୍ଦ୍ଧିତ ଜନସଂଖ୍ୟା ବାର ତେରଟି ବୃହତ ଇସ୍ପାତ କାରଖାନାକୁ ଦୃଷ୍ଟିରେ ରଖି ବ୍ୟାସନଗର ଏନ୍.ଏ.ସିକୁ  ୧୯୯୫ ମସିହାରେ ବ୍ୟାସନଗର ମୁନିସିପାଲିଟି ମାନ୍ୟତା ପ୍ରଦାନ କରାଯାିଥିଲା । ଲକ୍ଷ  ପୈାରବାସୀଙ୍କୁ ଉନ୍ନତ ଗମନାଗମନ ଉନ୍ନତ ମାନର ଶିକ୍ଷା ସ୍ୱାସ୍ଥ୍ୟ ଓ…

ପୋଲିସ ଅପାରଗ ନା ଯୁଆଡ଼ିଙ୍କୁ ଘଣ୍ଟ ଘୋଡ଼ାଉଛି  !!!!

ଜୁଆଖେଳ ପ୍ରବଳ : ନାବାଳକ ବି ପାଲଟି ଯାଉଛନ୍ତି ଯୁଆଡ଼ି  ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ଦିନକୁ ଦିନ ଜୁଆ  ଖେଳ ବୃଦ୍ଧି ପାଉଥିବାର ଦେଖାଇଦେଇଛି |.ଜିଲ୍ଲା ବାହାରୁ ବହୁ  ଅପରାଧୀ ଯୁଆଡ଼ି ଏଠାକୁ  ଆସି ଜୁଆ ଖେଳ ବଢାଇବାକୁ ଉଦ୍ୟମ କରୁଛନ୍ତି ବୋଲି…

୧୧ରେ କଲେଜ ଭୋଟ :  ଦିନ ଗଡୁଛି, ଉସ୍ମତା ବଢୁଛି 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାଜ୍ୟର ବିଭିନ୍ନ କଲେଜ ରେ ଆସନ୍ତା ୧୧ ତାରିଖରେ ଚଳିତ ବର୍ଷ ର ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିଭିନ୍ନ କଲେଜ ସରଗରମ ହେଉଥିବାବେଳେ ଗୁଣପୁର କଲେଜ ରେ ମଧ୍ୟ ଏହା ର ପ୍ରତିରୂପ ଅନୁଭୂତ ହେଉଛି । ଗୁଣପୁର ମହାବିଦ୍ୟାଳୟ ଠାରେ ସକାଳ ୮…