ବରିଷ୍ଠ ନାଗରିକ ତୀର୍ଥଯାତ୍ରା -୨୦୧୮ରେ ମୟୂରଭଞ୍ଜ ଜିଲ୍ଲାରୁ ୨୭୧ ଯାତ୍ରୀ ସାମିଲ ହେଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ବରିଷ୍ଠ  ନାଗରିକ ତୀର୍ଥଯାତ୍ରା – ୨୦୧୮ରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୨୭୧ ବରିଷ୍ଠ ତୀର୍ଥଯାତ୍ରୀ ସାମିଲ ହୋଇ ଆଗ୍ରା, ଫତେପୁରସିକ୍ରି ଓ ମଥୁରା ଆଦି ତୀର୍ଥ ସ୍ଥାନ ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ…

ଲୋକ ମରିଛି, ପୋଲିସ କାହିଁକି ଏତଲା ରଖିବନି ?

ହତ୍ୟାକାଣ୍ଡ ଅଭିଯୋଗ ଏତଲା ପୋଲିସ ନରଖିବାରୁ ୬ ଘଂଟା ଜାତୀୟ ରାଜପଥ ଅବରୋଧ ଯାଜପୁର(ଜୟଶଙ୍କର ଦାଶ )ଘଂଟାଏ କି ଅଧ ଘଂଟାଏ ନୁହେଁ, ଦୀର୍ଘ ୬ ଘଂଟା ଜାତୀୟ ରାଜପଥ ଅଚଳ ହୋଇଗଲା । ପ୍ରସଙ୍ଗ ବି ଯଥେଷ୍ଟ ସମ୍ବେଦନଶୀଳ । ଏକ ଅନୁସୂଚିତ ଜାତିର ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ…

ଓ.ଏସ.ଆର.ଟି.ସି.ରୁ ବେଆଇନ ସାମଗ୍ରୀ ବିକ୍ରୟକୁ ନେଇ ପୋଲିସରେ ଏତଲା ଦେଲେ କର୍ମଚାରୀ

ପଦ୍ମପୁର/ ନୀଳ ଦୀପ - ବରଗଡ ଜିଲ୍ଲା ପଦ୍ମପୁର ଓ.ଏସ.ଆର.ଟି.ସି.କାର୍ୟ୍ୟାଳୟରେ କିଛିଦିନ ପୂର୍ବରୁ ହୋଇଥିବା ମରାମତି ପରେ ବହୁ ପୁରୁଣାକବାଟ , ପଟା, ଲୁହାନାଳ, ଆଜବେଷ୍ଟସଁ ସିଟ ଆଦି ବହୁ ଜିନିଷ  ବାହାରିଥିଲା।ଯାହାକୁ କି ସରକାରୀ ନିୟମାନୁଯାୟୀ ନିଲାମରେ ବିକ୍ରି କରିବା କଥା ।ଏହାର ଆନୁମାନିକ…

ନୟାଗଡ଼ : ବନ୍ଧୁକ ବିକ୍ରି ଅଭିଯୋଗରେ  ଅଟୋ ଡ୍ରାଇଭର ଗିରଫ 

ନୟାଗଡ଼/Biswajit Nayak ‐ବନ୍ଧୁକ ବିକ୍ରି ଅଭିଯୋଗରେ ନୟାଗଡ଼ ସହରରେ ରହୁଥିବା ଜଣେ ଅଟୋ ଡ୍ରାଇଭରଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ନୟାଗଡ଼ ଏନ୍‌ଏସି ଯଦୁମଣି ନଗରର ଦୀପକ କୁମାର ବସନ୍ତରାୟ। ମିଳିଥିବା ସୂଚନା ଅନୁସାରେ, ଦୀପକ କେନ୍ଦ୍ରାପଡ଼ାରୁ ବନ୍ଧୁକ ଆଣି…

ଗୁଣୁପୁରରେ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ): ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଓଡିଶା ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାକୁ ଗାନ୍ଧି ଜୟନ୍ତୀ ଦିନ ଲୋକାର୍ପଣ କରିଥିଲେ । ଏଥି ନିମନ୍ତେ ଗୁଣପୁର ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ…

ବୋମା ଫୁଟିବାର ଥିଲା ଫୁଟିଗଲା ; ଭୋଟ ବାତିଲ

ଆନନ୍ଦପୁର:ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ଅଧିକାଂଶ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ବେଳେ ଆଜି ଆନନ୍ଦପୁର  ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ  ମଧ୍ୟ ବାତିଲ କରାଯାଇଛି । ଖବର ନେବାରୁ ଜଣାଯାଏଯେ  ଗତ ମଙ୍ଗଳବାର ଦିନ  ମଧ୍ୟ ରାତ୍ରୀରେ କଲେଜ ପରିଷରେରେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଔଷଧ ପଣ୍ୟାଗାର ଉଦଘାଟିତ

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବାଲେଶ୍ୱର ସହରସ୍ଥିତ ସହଦେବଖୁଂଟାଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଶୁଭ ଉଦଘାଟନ କରିଛନ୍ତି । ପୂର୍ବରୁ ଏହା ପୁରୁଣା କୋଠାରେ ଚାଲୁଥିଲା । ଏବେ…

୫ମ ଏସିଆନ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିୟାନସିପର ସ୍ଵର୍ଣ୍ଣ ପଦକ ବିଜୟିନୀ ସ୍ଵସ୍ତି ସିଂହ ଆର.ଏସ.ପିର ସି.ଇ.ଓ.ଙ୍କ ଦ୍ଵାରା…

ରାଉରକେଲା/ସୁଶାନ୍ତ ବେହେରା : ୫ମ ଏସିଆନ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିୟାନସିପରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିଣିଥିବା ଆରଏସପିର ଉଦୀୟମାନ ସାଇକ୍ଲିଷ୍ଟ, ସ୍ଵସ୍ତି ସିଂହଙ୍କୁ ରାଉରକେଲା ଇସ୍ପାତ କାରଖାନାର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ସମ୍ବର୍ଦ୍ଧିତ କରିଛନ୍ତି। ସିଇଓଙ୍କ କାର୍ଯ୍ୟାଳୟଠାରେ…

ଇଏ ଚୋର ଧରିବେ କଣ, ନିଜେ ବା ଚୋରି କରୁଛନ୍ତି

ଲାଞ୍ଚୁଆ ଥାନା ଅଧିକାରୀ ସହିତ ଓଏପିଏଫ ଭିଜିଲାନ୍ସ ଟ୍ରାପରେ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି )- ଇଏ ଚୋର ଧରିବେ କଣ, ନିଜେ ବା  ଚୋରି କରୁଛନ୍ତି | ଆହୋ...ବାଡ଼ ଯଦି ଫସଲ ଖାଇବ.....କଣ ହେବ !!!!ପୋଲିସ୍ର କାମ ଚୋର ଧରିବା.....ହେଲେ ଦେଖୁନାହାନ୍ତି,....ଏ ପୋଲିସ ଅଫିସର ନିଜେ ଚୋରିକରି…