ଖରାତାତି ଠୁ ବଳାଇ ଗଲାଣି ନିର୍ବାଚନୀ ତାତି
ମିଶନ ପଦ୍ମପୁର : କାହାକୁ ମିଳିବ ଟିକଟ, କିଏ ପିନ୍ଧିବ ମୁକୁଟ
ବରଗଡ :- ବାଜି ସାରିଛି ନିର୍ବାଚନ ବିଗୁଲ। ଖରା ଯେମିତି ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା ମଧ୍ୟ ସେମିତି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଆରମ୍ଭ ହେଇଯାଇଛି । କେଉଁ…