ପୁରୁଣା ବୋତଲରେ , ନୂଆ ଷ୍ଟିକର ।
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ସହର ଠାରେ ଚାଲୁ ରହିଥିବା ଆୟୁର ପ୍ଲସ ପାଣି ଫାକ୍ଟ୍ରି ମାଲିକଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଆସିଛି । ଏଥି ପୂର୍ବରୁ ଏଠାରେ ମାରୁତୀ ଏକ୍ୱା ନାମରେ ରହିଥିବା ପାଣି ଫାକ୍ଟ୍ରି ବଜାରରେ ଦୂଷିତ ପାଣି ବୋତଲ , କ୍ୟାନ ଓ…