ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୧୮ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା…

ଲଭ ସେକ୍ସ ଆଉ ଧୋକା……..

ବିବାହର ପ୍ରଲୋଭନ ଦେଖାଇ ପ୍ରେମିକାକୁ ପ୍ରତାରଣା : ପ୍ରେମିକ କୋର୍ଟଚାଲାଣ JAJPUR (ବ୍ୟୁରୋ ଚିଫ୍ ଜୟଶଙ୍କର ଦାଶ): ଆଜିକାଲି ସମାଜରେ ଝିଅମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ଓ ଧୋକ୍କା ବଢ଼ିଚାଲିଛି । ପ୍ରତ୍ୟେକ ଦିନ ଖବରକାଗଜ, ଟିଭି ମାଧ୍ୟମରେ ଏସବୁ ଘଟଣା ଘଟୁଥିବା ଜାଣିବାକୁ…

ବଗାଳ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରାଇବା ଦାବିରେ ଗଣଧାରଣା

ବାରିପଦା(ଦିଲ୍ଲୀପ ମହାନ୍ତି )- ବଗାଳ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରାଇବା ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଧବା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି ) - ବାରିପଦା ପୌରପରିଷଦର ୱାଡର଼୍ ନଂ-୨୨ ରଘୁନାଥପୁର ଅଞ୍ଚଳରେ ଆଜି ପ୍ରାତଃରେ ମୁକ୍ତା ସିଂ(୬୩) ନାମକ ଏକ ବିଧବା ମହିଳାଙ୍କ ମୃତ ଦେହ ଗଛର ଡ଼ାଳରେ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି…

ଜିଲ୍ଲା ସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ଓଡିଶା ଲୋକସେବା ଅଧିକାର ଅଧିନିୟମ ସମ୍ପର୍କିତ ପ୍ରଶିକ୍ଷଣ…

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଗଜପତି ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନଙ୍କୁ ଅବଗତ…

ବାତ୍ୟା ‘ତିତିଲି’ : ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି

Balakrishna Panigrahi : ତିତଲୀ ପଶ୍ଚିମବଙ୍ଗ ମୁହାଁ ହୋଇଥିବା ବେଳେ ଗଜପତି ଜିଲ୍ଲା ଏହାର ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି | ହେଲେ ଜିଲ୍ଲା ପ୍ରଶାସନର ଆଗୁଆ ତଥା ପ୍ରଶଂସନୀୟ ପଦକ୍ଷେପ ଜିଲ୍ଲାରେ କୌଣସି ଜୀବନ ହାନି କୁ ଏଡ଼ାଇଦେଇ ପାରିଛି | ବିଭିନ୍ନ ସ୍ଥାନରେ ହୋଇଥିବା…

୪୨ ଟି ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ମାନସୀ ମିଶ୍ର) -ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡି ହୋଇଛି ଆଉ ୪୨ ଟି ଆମ୍ବଲାନ୍ସ । ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ୪୨ ଟି ୧୦୮ ଆମ୍ବଲାନ୍ସକୁ ଲୋକାର୍ପିତ କରିଛନ୍ତି । ଫଳରେ ଏହି ଜରୁରୀକାଳୀନ…