ବିନା ଡରରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କଲା ପୋଲିସ
ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ବେଳେ ନିର୍ଭୟର ସହ ଭୋଟଦାନ ସଚେତନତା ପାଇଁ ସହର ବ୍ୟାପି ପୋଲିସ ପ୍ଲାଗମାର୍ଚ୍ଚ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଆସନ୍ତା ସାଧାରଣ ନିର୍ବାଚନ ବେଳେ ଭୋଟର ମାନେ ନିର୍ବାଚନ ଆଗରୁ କି ନିର୍ବାଚନ ବେଳେ କୌଣସି ପ୍ରକାର ଭୟକୁ ଖାତିର ନକରି ନିର୍ଭୟତାର…