ବଢୁଛି ଦାମଙ୍କ ଟେନସନ, ଭାରି ପଡ଼ିବେ ରଘୁନନ୍ଦନ
ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ରଘୁନନ୍ଦନ
ତିର୍ତ୍ତୋଲ-ବାଲିକୁଦା/ରମେଶ ମହାନ୍ତି -ପ୍ରଶାନ୍ତ ମୁଦୁଲିଙ୍କ ଆଖିରେ ରଖି ତାଙ୍କୁ ବିଧାନସଭାରେ ନପୁରାଇ ଦେବା ପାଇଁ ବିଜେପିରେ ଯୋଗ ଦେବା ସହ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ…