ମାଇକ୍ରୋଫାଇନାନ୍ସ ଓ ଡି.ସି କାରବାର ବିରୋଧରେ ପ୍ରତିବାଦ
ବେଆଇନ ଘୋଷଣା ଓ ବନ୍ଦ କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ଗଣଧାରଣା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମାଇକ୍ରୋଫାଇନାନ୍ସ ଓ ଡି.ସି କାରବାରକୁ ସଂପୁର୍ଣ୍ଣ ଭାବେ ବେଆଇନ ଘୋଷଣା କରିବା ସହ ସେହି କାରବାର ବନ୍ଦ କରିବା ଦାବୀରେ ଗୁରୁବାର…