୩୦୦ରୁ ଅଧିକ ଠିକା ଶ୍ରମିକ ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘ ଛାଡ଼ିଲେ ଓ ଫେରୋକ୍ରୋମ୍ ୱାର୍କରସ୍ ୟୁନିୟନରେ ଯୋଗ…
ବ୍ୟାସନଗର (ସୁବାସ ନାୟକ) ଶୁକ୍ରବାର ଯାଜପୁରରୋଡ଼ସ୍ଥିତ ଫେରୋକ୍ରୋମ ଆଲୱେଜ (ଇଫିକଲ୍) କାରଖାନାରେ ଠିକା ଶ୍ରମିକମାନଙ୍କର ବୋନସ୍ , ପୂଜା ଉପହାର, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ରାଜ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ବୀମା କମ୍ପାନୀ କର୍ତ୍ତୁପକ୍ଷଙ୍କ ଖାତାରେ ଦୀର୍ଘ ୪୦ବର୍ଷ ଧରି ଦାଖଲ ହୋଇ…