ଗୋଟିଏ ଘଟଣା ଯୁବ ମାନସକୁ ଦୋହଲାଇ ଦେଲା, ଜନ୍ମ ନେଲା ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ।
ପୁଅ-ବୋହୁଙ୍କ ହୃଦୟ ଏମିତି ମଣିଷପଣିଆରେ ଭରି ଦିଅନ୍ତେ କି ଭଗବାନ !!!!
ବରଗଡ/ଗୌରାଙ୍ଗ ଚରଣ ଦାଶ
ଗତ କିଛି ମାସ ତଳେ ବରଗଡ ଅଂଚଳରୁ ଜଣେ ବୁଢା ଲୋକ ଅତି ଦୟନୀୟ ଅବସ୍ଥାରେ ପଇକମାଲକୁ ଆସିଥିଲେ । ବୃଦ୍ଧ ଜଣକ ନା ତ ଠିକ ଭାବରେ ଚାଲି ପାରୁଥିଲେ ନା ଠିକ ଭାବରେ କଥା ହେଇ ପାରୁଥିଲେ ।…